Month: November 2023

ଅନ୍‌ଲାଇନ୍‌ ଟିକେଟ୍ ଓ କିଓସ୍କ ପ୍ରସ୍ତାବ ନେଇ ପ୍ରଶାସନ ହଟହଟା

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନ୍‌ଲାଇନ୍‌ ଟିକେଟ୍‌, କିଓସ୍କ ପ୍ରସ୍ତାବ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ହଟହଟା ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଦୃଢ଼ ବିରୋଧ ପରେ ଆରମ୍ଭରୁ ଏହି ବୈଠକକୁ ବନ୍ଦ କରି ଦିଆଯାଇଛି। ଶ୍ରୀମନ୍ଦିର ଭଳି…

ଜମ୍ମୁକଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ବ ନେ‌ଲେ ରଶ୍ବିରଂଜନ

ଭୁବନେଶ୍ବର : ନୂଆଦିଲ୍ଲୀ: ୧୯୯୧ ବ୍ୟାଚର( ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ-ଏଜିଏମୟୁଟି) କ୍ୟ‌ାଡର ଆଇପିଏସ୍‌ ଅଧିକାରୀ ତଥା ଓଡିଆ ପୁଅ ରଶ୍ମିରଂଜନ ସ୍ବାଇଁ ଜମ୍ମୁ-କଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କରିଛନ୍ତି। ଜମ୍ମ-କଶ୍ମୀର ପୁଲିସ ମହାନିର୍ଦ୍ଦେଶରୁପେ…

୨ହଜାର ଟଙ୍କିଆ ବଦଳ ପାଇଁ ଭିଡ଼: ଇଡି, ଇଓଡବ୍ଲ୍ୟୁକୁ ଦେଖି ଉଭାନ

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଦୁଇ ହଜାର ଟଙ୍କିଆ ବଦଳ ପାଇଁ ଲମ୍ବା ଲାଇନ୍‌ରେ ଠିଆ ହୋଇଥିଲେ ଅନେକ ଲୋକ। ହଜାର ହଜାର ଟଙ୍କା ବଦଳାଉଥିଲେ। ହଠାତ୍ ପହଞ୍ଚି ତନାଘନା ଆରମ୍ଭ କରିଥିଲେ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ…

ଡିସେମ୍ବରରେ ନୂଆ ରୂପ ନେବ ଉଦ୍ଭିଦ ଉଦ୍ୟାନ

ଭୁବନେଶ୍ୱର : ଓଡ଼ିଶାର ଗାଁ ଗହଳିରେ ୬ରୁ ୮ ପ୍ରଜାତିର ବାଉଁଶ ଦେଖିବାକୁ ମିଳିଥାଏ। ଗଣ୍ଠି ବାଉଁଶ, କଣ୍ଟା ବାଉଁଶ, ନଳୀ ବାଉଁଶ ପରି ପ୍ରଜାତି ସାଧାରଣ ଲୋକଙ୍କ ନିକଟରେ ବେଶ ପରିଚିତ ନାଁ। ଏହାବାଦ୍‌ ମଧ୍ୟ ରାଜ୍ୟ ତଥା ଦେଶ…

ଏବେ କୋଟିଆ ଉପରେ ନଜର: ଫାଟୁସିନେରିରେ ମେଗା ସ୍ୱାସ୍ଥ୍ୟ ମେଳା

କୋରାପୁଟ/ପଟ୍ଟାଙ୍ଗି: ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇ ନିଜର କରିବାକୁ ଉଦ୍ୟମରେ ଆନ୍ଧ୍ରକୁ ଶକ୍ତ ଧକ୍କା। ଆଜି କୋଟିଆ ପଞ୍ଚାୟତର ଫାଟୁସିନେରିରେ ମେଗା ସ୍ବାସ୍ଥ୍ୟ ମେଳା କରିଛି ପଟାଙ୍ଗି ବ୍ଲକ ପ୍ରଶାସନ। ଆଦିବାସୀ ଗୀତରେ ଲୋକଙ୍କୁ ସଚେତନ କରିବା ସହ ଜନସଂପର୍କକୁ ସର୍ବାଧିକ…

ଅଧ ରାତିରେ ପ୍ରସୂତିଙ୍କୁ ରାସ୍ତାରେ ଓହ୍ଲାଇଦେଲା ୧୦୮ ଆମ୍ୱୁଲାନ୍ସ

ବାରିପଦା : ରାତି ସାଢ଼େ ୧୧ଟାରେ ପ୍ରସୂତିଙ୍କୁ ରାସ୍ତା ମଝିରେ ଓହ୍ଲାଇ ଦେଲା ୧୦୮ ଆମ୍ୱୁଲାନ୍ସ ଡ୍ରାଇଭର। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ରିପୋର୍ଟ ତଲବ କରିଛନ୍ତି ସିଡିଏମ୍‌ଓ। ଗତ ୩୧…

ବିଜେଡିର ସକ୍ରିୟ ସାଂଗଠନିକ ଭୂମିକାକୁ ଫେରିଲେ ବରିଷ୍ଠ ନେତାମାନେ

ଭୁବନେଶ୍ୱର : ପ୍ରାୟ ଅଢ଼େଇ ବର୍ଷର ସାଂଗଠନିକ ନିର୍ବାସନର ଅନ୍ତ ହୋଇଛି । ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ପୁଣିଥରେ ସକ୍ରିୟ ସାଂଗଠନିକ ଭୂମିକାକୁ ଫେରିଛନ୍ତି । ତାଙ୍କୁ ଦୀର୍ଘଦିନ ଧରି କୋଣଠେସା କରିଥିବା ବିଜେଡି ରଣନୀତିକାର ଏବେ ସାଧାରଣ…

‘ମୋ ପୁଅକୁ ସୁପାରି ଦିଆଯାଇ ହତ୍ୟା କରାଯାଇଛି,ସିବିଆଇ ତଦନ୍ତ କରାଯାଉ’

ଜଟଣୀ : ଜଟଣୀ ବେଣାପଞ୍ଜରୀ ଗାଁର ନବମ ଛାତ୍ର ଶୁଭମ ପାଲଟାସିଂଙ୍କୁ ବୀଭତ୍ସ ଭାବେ ହତ୍ୟା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ଶୁଭମଙ୍କୁ ବକେୟା ଟିଉସନ୍‌ ଫି’ ପାଇଁ ହତ୍ୟା କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ସାମ୍ବାଦିକ ସମ୍ମିଳନୀ କରି ସୂଚନା…

୧କୋଟିରୁ ଅଧିକ ମୁଲ୍ୟର ବ୍ରାଉନସୁଗାର ଜବତ

କଟକ: ଦିନକୁ ଦିନ ରାଜ୍ୟରେ ଅବାଧ ବ୍ରାଉନ ସୁଗାର ବ୍ୟବସାୟ ବଢ଼ିଚାଲିଛି। ପୋଲିସ ଓ ଅବକାରୀ ବିଭାଗ ପ୍ରତିଦିନ ଜିଲ୍ଲାର କେଉଁଠୁ ନା କେଉଁଠୁ ଅଳ୍ପ ବହୁତ ବ୍ରାଉନ ସୁଗାର ଜବତ କରୁଥିବା ବେଳେ ଆଜି ଏସଟିଏଫକୁ ମିଳିଛି ବଡ ସଫଳତା…

ପିଆଜ ଦରରେ ଲାଗିଛି ନିଆଁ, ସରକାର ଶୀତଳ ଭଣ୍ଡାରରେ- କଂଗ୍ରେସ

ଭୁବନେଶ୍ୱର: ହୁହୁ ବଢୁଛି ପିଆଜ ଦର । ଗତ ଦୁଇ ସପ୍ତାହରୁ ଅଧିକ ହେବ ରାଜ୍ୟରେ ପିଆଜ ଦାମ କିଲୋ ପିଛା ୬୦ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ପିଆଜର ଖୁଚୁରା ଦାମ ଦୁଇ ସପ୍ତାହ ପୂର୍ବରୁ କିଲୋ ପିଛା…