୧୦ ଲକ୍ଷ ଟଙ୍କା ପାଇଁ ଅପହରଣ କରାଯାଇଥିଲା, କିନ୍ତୁ ପରିତ୍ୟକ୍ତ ପଡ଼ିଆରୁ ନାବାଳିକା ଉଦ୍ଧାର
କେରଳର ପୋୟାପ୍ପାଲୀରୁ ଅପହରଣ ହୋଇଥିବା ନାବାଳିକା ଶେଷରେ ଉଦ୍ଧାର ହୋଇଛି। ପ୍ରାୟ ୨୧ ଘଣ୍ଟା ତଳେ ୬ ବର୍ଷର ଝିଅକୁ କିଛି ଲୋକ ଅପହରଣ କରି ନେଇଥିଲେ। ଏଥିସହ ତାଙ୍କୁ ଛାଡ଼ିବା ପାଇଁ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ…