ବୋଇତ ବନ୍ଦାଣ ସମୟରେ ପାଣିରେ ବୁଡିଗଲେ ଯୁବକ
ତାଳଚେର: କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ବୋଇତ ବନ୍ଦାଣ ସମୟରେ ପାଣିରେ ବୁଡିଲେ ଯୁବକ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଗୁରୁଜାଙ୍ଗ ଗାଁରେ । ମୃତ ଯୁବକ ହେଉଛନ୍ତି ଆଶିଷ କୁମାର ସାହୁ…
ତାଳଚେର: କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ବୋଇତ ବନ୍ଦାଣ ସମୟରେ ପାଣିରେ ବୁଡିଲେ ଯୁବକ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଗୁରୁଜାଙ୍ଗ ଗାଁରେ । ମୃତ ଯୁବକ ହେଉଛନ୍ତି ଆଶିଷ କୁମାର ସାହୁ…
ନ୍ୟୁୟର୍କ: ଆମେରିକାର ଏକ ଗୁରୁଦ୍ୱାରାରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବ୍ୟବହାର। ରାଷ୍ଟ୍ରଦୂତ ତରଣଜିତ ସିଂହ ସାନ୍ଧୁଙ୍କୁ ଘେରିଲେ ଖଲିସ୍ତାନୀ ସମର୍ଥକ। ନାରାବାଜି କରିବା ସହ ତାଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ଭାରତ ବିରୋଧରେ କ୍ରମାଗତ ଭାବେ ବିବୃତ୍ତି ଦେଉଥିବା ଖାଲିସ୍ତାନୀ ଆତଙ୍କବାଦୀ…
ବଙ୍ଗୋପସାଗରରେ ହେବ କି ବାତ୍ୟା ? ଲଘୁଚାପ ନେବ କି ସାମୁଦ୍ରିକ ଝଡ଼ ରୂପ ? କୁଆଡ଼େ ମୁହାଁଇବ ଲଘୁଚାପ ? ସମ୍ଭାବ୍ୟ ଲଘୁଚାପର ଗତିବିଧି ଉପରେ ନଜର ରଖିଛନ୍ତି ପାଣିପାଗ ବିଜ୍ଞାନୀ । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ…
ଅହମ୍ମଦାବାଦ: ଆଇପିଏଲ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ରବିବାର ଖେଳାଳିମାନଙ୍କ ରିଟେନ ଓ ରିଲିଜ ତାଲିକା ଫ୍ରାଂଚାଇଜମାନେ ଘୋଷଣା କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସ ଯିବେ ବୋଲି ଖବର…
ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ଭି ୭୫ ଗ୍ରାମର ମୋନିକା ସମାଦ୍ଦାର ତେଲୁଗୁ ସିନେମାରେ ନାୟିକା ଭାବେ ଅଭିନୟ କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ଉପାନ୍ତ ଇଲାକାର ଏହି ଯୁବତୀଜଣଙ୍କ ନିଜର ପ୍ରତିଭା, ସୌନ୍ଦର୍ଯ୍ୟ ଓ ନିଖୁଣ…
ଭୁବନେଶ୍ୱର: ଭୁବନେଶ୍ୱର ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ନିର୍ଦ୍ଧାରିତ ସମୟର ୨୦ ମିନିଟ ପୂର୍ବରୁ ପହଞ୍ଚିଲେ ରାଷ୍ଟ୍ରପତି। ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ।…
ହାଇଦ୍ରାବାଦ: ନଭେମ୍ବର ୩୦ ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ଆଉ ଏଥିପାଇଁ ଏବେ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି | ଆଜି କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ମକତଲରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଶାହା…
ଭୁବନେଶ୍ବର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୁରୀରେ ପହଞ୍ଚିଛନ୍ତି। ସେ ଆଜି ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ପୁରୀ ଗସ୍ତ ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶ୍ରୀ ବିଶ୍ବ ଶର୍ମା…
ଭୁବନେଶ୍ୱର: ଭୁବନେଶ୍ୱରରେ ଓୟୋ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ କରିଛି ଭରତପୁର ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ମାଲିଙ୍ଗା । ଗତ ମାସ ୨୬ ତାରିଖରେ ଭରତପୁର ଥାନା ଅଧୀନରେ ଥିବା ଓୟୋ…
ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ‘ଆଦିତ୍ୟ- L1’ ମହାକାଶଯାନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍. ସୋମନାଥ ଏହା କହିଛନ୍ତି। ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମହାକାଶ ଅଭିଯାନ ଅଧୀନରେ ଉତ୍କ୍ଷେପଣ ହୋଇଥିଲା ‘ଆଦିତ୍ୟ- L1’, ଯାହା…