Month: November 2023

ଟନେଲରେ ଫସିଥିବା ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ୪୧ ଜଣ ଶ୍ରମିକ ୧୬ ଦିନ ହେଲା ‍ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଚାଲିଥିଲେ ମଧ୍ୟ ଏଯାଏ ସଫଳତା ମିଳିନାହିଁ। ପ୍ରତିଦିନ ଉଦ୍ଧାରକାରୀ ଟିମ ନୂଆ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ମଧ୍ୟ ହେଉଛନ୍ତି।…

ଗୌତମ ସିଂଘାନିଆ ମୋତେ ବିନା ଖାଦ୍ୟ ଓ ପାଣିରେ ପାହାଚ ଚଢ଼ି ତିରୁପତି ଦର୍ଶନ ଲାଗି ବାଧ୍ୟ କରିଥିଲେ: ନୱାଜ ମୋଦୀ

ନୂଆଦିଲ୍ଲୀ: ରେମଣ୍ଡ ଗ୍ରୁପ୍‌ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଗୌତମ ସିଂଘାନିଆ ଓ ତାଙ୍କ ପତ୍ନୀ ନୱାଜ୍‌ ମୋଦୀଙ୍କ ମଧ୍ୟରେ ବହୁଚର୍ଚ୍ଚିତ ଛାଡ଼ପତ୍ର ପ୍ରକ୍ରିୟା ଚାଲିଥିବା ବେଳେ ସଂପ୍ରତି ଏକ ନୂଆ ଅଡିଓ କ୍ଲିପ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ମୋଦୀ, ବିନା ଖାଦ୍ୟ…

ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି

ପୁରୀ: ଆଜି ମହାପଞ୍ଚୁକ ବ୍ରତର ଶେଷ ଦିନ । ଅର୍ଥାତ୍ ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗା ଭସା । ଆଜି ସୁନାବେଶ ବା ରାଜରାଜେଶ୍ବର ବେଶରେ ପର୍ଶନ ଦେଉଛନ୍ତି ମହାପ୍ରଭୁ । ସୁନାବେଶ ଦର୍ଶନ କରିବା ଲାଗି…

ଧବଳେଶ୍ବର ପୀଠରେ ନିର୍ମାଣ ହେବ ଆଉ ଏକ ପୋଲ: ରଣେନ୍ଦ୍ର ପ୍ରତାପ ସ୍ଵାଇଁ

କଟକ: ଧବଳେଶ୍ବର ପୀଠ ପାଇଁ ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ପୋଲ । ଯାତ୍ରୀଙ୍କ ସୁବିଧା ପାଇଁ ଏହି ପୋଲ ନିର୍ମାଣ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଆଜି…

ବିଜେଡ଼ିରେ ଯୋଗଦେଲେ ଭିକେ ପାଣ୍ଡିଆନ୍

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ଭି.କେ.ପାଣ୍ଡିଆନ। ସକାଳ ୧୦ଟା ୧୫ରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ।ଏହାପରେ ନବୀନ ନିବାସରୁ ଶଙ୍ଖ ଭବନ ଯିବେ ଭି.କେ.ପାଣ୍ଡିଆନ। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା…

ଇସ୍ରାଏଲ ସହ ଅସ୍ତ୍ରବିରତି ଚୁକ୍ତି ବୃଦ୍ଧି କରିବା ସପକ୍ଷରେ ହମାସ

ଭୟଙ୍କର ଯୁଦ୍ଧ ଭିତରେ ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବାର ୪ ଦିନିଆ ଅସ୍ତ୍ରବିରତି ଚୁକ୍ତିର ଆଜି ହେଉଛି ଶେଷ ଦିନ। ଚୁକ୍ତିର ତୃତୀୟ ଦିନରେ ହମାସ ଅକ୍ଟୋବର ୭ରୁ ବନ୍ଦୀ କରି ରଖିଥିବା ଆଉ ୧୭ ଜଣ ପଣବନ୍ଦୀଙ୍କୁ ମୁକ୍ତ…

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୱିଟ କରି କହିଛନ୍ତି ଆମ ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରି ଆସନ୍ତୁ ନୂଆ ଓଡ଼ିଶା, ସଶକ୍ତ…

ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା, ବଜ୍ରାଘାତରେ ୨୦ ମୃତ

ଗୁଜରାଟରେ ଅଦିନିଆ ମେଘ ସାଙ୍ଗକୁ ପ୍ରବଳ ଘଡଘଡି। ବଜ୍ରାଘାତରେ ଗୋଟିଏ ଦିନରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା। ଏଥିସହ ଏକର ଏକର ଜମିର ଫସଲ ନଷ୍ଟ ହୋଇଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏନେଇ ଶୋକବ୍ୟକ୍ତ କରିବା ସହ…

ଆମେରିକାରେ ତିନି ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳିମାଡ

ଆମେରିକାରେ ତିନି ଜଣ ପାଲେଷ୍ଟିନୀୟ ଛାତ୍ରଙ୍କୁ ଗୁଳିମାଡ। ସେମାନେ ପାଠ ପଢୁଥିବା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁଳି କରାଯାଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶନିବାର ସନ୍ଧ୍ୟାରେ ଏହି ତିନି ଛାତ୍ରଙ୍କ ଉପରକୁ ଗୁଳିଚାଳନା କରାଯାଇଥିଲା। ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସମୟରେ ଆମେରିକାରେ…

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଲୋକ

ଭୁବନେଶ୍ବର/ କଟକ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚୁକର ଶେଷ ଦିନ। ଆଜିର ଦିନରେ ଡଙ୍ଗା ଭସାଇବାର ପରମ୍ପରା ରହିଛି । ତେଣୁ ବଡି ଭୋରରୁ ବିଭିନ୍ନ ପୁଷ୍କରଣୀ ଓ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଭୁବନେଶ୍ବର ବିନ୍ଦୁ…