Month: August 2023

ମୁଣ୍ଡଳିରେ ବଢ଼ୁଛି ଜଳସ୍ତର, ଆଜି ରାତି ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ବର୍ତ୍ତମାନ ମହାନଦୀ ମୁଣ୍ଡଳୀ ଠାରେ ପିକ୍ ଜଳ ପ୍ରବାହିତ ହେଉଛି । ଏବେ ମୁଣ୍ଡୁଳିରେ ୯.୨୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଅପରାହ୍ଣ ୪ଟାରୁ ପିକ୍ ଜଳ ପ୍ରବାହିତ ହେଉଛି । ଆସନ୍ତା ୮ ଘଣ୍ଟା…

କିମ୍‍ସରେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ହେଲା ବିରଳ ଶ୍ୱାସନଳୀ ଟ୍ୟୁମର ଅସ୍ତ୍ରୋପଚାର

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ (କିମ୍‌ସ)ର କର୍ଣ୍ଣ-ନାସା-ଗଳା ସର୍ଜନମାନେ ହାର୍ଟ-ଲଙ୍ଗ୍‍ସ ମେସିନ୍ ସାହାଯ୍ୟରେ ଦୁଇଟି ବିରଳ ଅସ୍ତ୍ରୋପଚାର କରି ଉଦାହରଣ ସୃଷ୍ଟି କରିଛନ୍ତି । ଦୁଇ ସପ୍ତାହରେ ଦୁଇ ଦୁଇ ଜଣ ରୋଗୀଙ୍କଠାରେ ମିନିମାଲ ଇନ୍‍ଭାସିଭ୍‍ ପ୍ରକ୍ରିୟାରେ ଏହି…

ମୋ ବସ୍ ଭଳି ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା

ଭୁବନେଶ୍ୱର: ମୋ ବସ୍ ଭଳି ଆସୁଛି ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା । ରାଜ୍ୟର ୬ ଟି ଜିଲ୍ଲାରେ ଚାଲିବ ଲକ୍ଷ୍ମୀ ବସ୍। ଆଦିବାସୀ ଅଧ୍ୟୁଷିତ ଓ ମାଓ ଉପଦ୍ରୁତ ଅଞ୍ଚଳରେ ଏହି ବସ୍ ଚାଲିବ । ଗଜପତି, କଳାହାଣ୍ଡି, ନବରଙ୍ଗପୁର,…

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର: ଆସନ୍ତାକାଲିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଆସନ୍ତାକାଲି ରାତି ୧୦ଟା ୪୦ ମିନିଟରେ ସେ ଭୁବନେଶ୍ୱରରେ ପହଞ୍ଚିବେ । ଶନିବାର ପୂର୍ବାହ୍ନ ୧୧ଟାରୁ ୧୨ଟା ଯାଏ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ…

ବଢିଲା ରୋଗୀଙ୍କ ଖାଦ୍ୟ ଅନୁଦାନ: ଦୈନିକ ଖାଦ୍ୟ ୮୫ରୁ ୧୧୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର: ଡାକ୍ତରଖାନାରେ ରୋଗୀଙ୍କୁ ମିଳିବ ଉତ୍ତମ ଖାଦ୍ୟ । ସ୍ୱାଦିଷ୍ଟ ଆଉ ପୁଷ୍ଟିକର ଖାଦ୍ୟ । ଏଥିପାଇଁ ଖର୍ଚ୍ଚ କରିବେ ସରକାର । ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟେରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦…

ସମ୍ଭାବ୍ୟ ବନ୍ୟା : କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ। ଏସ ଆର ସିଙ୍କ ସୂଚନା ଅନୁସାରେ ମହାନଦୀ ସିଷ୍ଟମରେ ବନ୍ୟାର ଆଶଙ୍କା ଅଛି ଓ ତଳିଆ ଅଞ୍ଚଳରେ ପାଣି ଜମି ଯିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବନ୍ୟା ପାଇଁ…

ଦୁର୍ବଳ ନଦୀବନ୍ଧରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ SRCଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଦୁର୍ବଳ ନଦୀବନ୍ଧରେ ହେବ ୨୪ ଘଣ୍ଟିଆ ପାଟ୍ରୋଲିଂ । ଏ ନେଇ ଏସଆରସି ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପୋଲିସ ଓ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି । ତଳିଆ ଅଞ୍ଚଳରୁ…

୧୫ ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ବଢିବ ଗହଳି ଆଉ ପୁଣି ଜମିବ କିଣାବିକା । ଖୋଲିଲା ୟୁନିଟ୍ ୨ ମାର୍କେଟ୍ ବିଲ୍ଡିଂ । ହେଲେ ଖୋଲିଲାନି ସୋ ରୁମ୍ । ମାକେର୍ଟ୍ ବିଲ୍ଡିଂର କେବଳ ରିଟେଲ୍ ଦୋକାନ ଗୁଡିକ ଖୋଲିଲା । ମାତ୍ର ମାର୍କେଟ୍ ବିଲ୍ଡିଂ…

ବାଘ ସଫାରୀରେ ଖସି ପଡିଲା ପର୍ଯ୍ୟଟକ ବସ: ଅଳ୍ପକେ ବର୍ତିଲେ ଯାତ୍ରୀ

ଭୁବନେଶ୍ୱର: ନନ୍ଦନକାନନରେ ଘଟିଛି ଏକ ବଡ ଅଘଟଣ। ମୁଖ୍ୟ ରାସ୍ତାରୁ ଖସି ବାଘ ସଫାରୀରେ ପଡିଲା ବସ । ଅଳ୍ପକେ ବର୍ତ୍ତିଲେ ବସରେ ଥିବା ପାଖାପାଖି ୩୦ ଜଣ ପର୍ଯ୍ଯଟକ। ଅଧଘଣ୍ଟା ପରେ ହେଲେ ଉଦ୍ଧାର। ଖବର ଅନୁଯାୟୀ, ଭୁବନେଶ୍ୱର ସ୍ଥିତ…

ଘାଟୀରୁ ଖସିଲା ପଥର : କେନ୍ଦୁଝର ୪୯ ନମ୍ବର ଜାତୀୟ ରାଜପଥ ବନ୍ଦ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଭୀଷଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆଜି ସକାଳେ ଜୁଡ଼ିଆ ଘାଟିରୁ ପଥର ଖସିଛି। ବଡ଼ ପଥରଟି ଗଡ଼ି ଆସି ୪୯ ନମ୍ବର ଜାତୀୟ ରାଜପଥ ମଝିରେ ପଡ଼ିଥିଲା। ସୌଭାଗ୍ୟକୁ ଏହି ସମୟରେ କୌଣସି ଗାଡ଼ି…