Month: August 2023

ଛତିଶଗଡ଼ ଖୋଲିଦେଲା କଲମା ବ୍ୟାରେଜର ସମସ୍ତ ଗେଟ୍, ବଢୁଛି ହୀରାକୁଦ ଜଳସ୍ତର

ସମ୍ବଲପୁର : ଗେଟ୍‌ ଖୋଲିଲା ଛତିଶଗଡ଼ । ବଢ଼ାଇଲା ଓଡ଼ିଶାର ଟେନସନ୍‌ । ହୀରାକୁଦରେ ବଢୁଛି ଜଳସ୍ତର । କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍‌ ଖୋଲିଛି ଛତିଶଗଡ଼ । ଏହାପରେ ମହାନଦୀରେ କ୍ରମାଗତ ଜଳସ୍ତର ବଢୁଛି । ଏବେ ହୀରାକୁଦର…

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି

‘ମୁଁ ମୋ ଆତ୍ମସମ୍ମାନ ବିରୋଧରେ କାମ କରି ପାରିବିନି । ତେଣୁ ନିଜ ପଦରୁ ଇସ୍ତଫା ଦେଉଛି।’ ଗତକାଲି ଏପରି କହି ନିଜ ପଦରୁ ଇସ୍ତଫା ଦେଇଛନ୍ତି ବମ୍ବେ ହାଇକୋର୍ଟର ବିଚାରପତି ରୋହିତ ଦେଓ । ରୋହିତ ଦେଓ ବମ୍ବେ ହାଇକୋର୍ଟର…

ସୁବ୍ରତୋ ବାଗଚୀଙ୍କୁ ନବୀନ ଦେଲେ ନୂଆ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସିଭିଲ ସର୍ଭିସ ଟ୍ରେନିଂ ଇନଷ୍ଟିଚ୍ୟୁସନରେ ଦକ୍ଷତା ବିକାଶ ବା ବୃଦ୍ଧି ପାଇଁ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ସୁବ୍ରତୋ ବାଗଚୀ ଏଣିକି କାମ କରିବେ। ଏଥିପାଇଁ ଶୁକ୍ରବାର ନବୀନ ପଟ୍ଟନାୟକ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଗତ ୨୯…

ସର୍ଚ୍ଚ ଅପରେସନ ବେଳେ ଆଖିବୁଜା ଗୁଳିମାଡ଼, ୩ ଯବାନ ଶହୀଦ

ନକ୍ସଲଙ୍କ ଗୁଳିରେ ଶହୀଦ ହେଲେ ୩ ଯବାନ । ଏପରି ଏକ ଘଟଣା ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଗତକାଲି ଘଟିଛି। ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି। ଦକ୍ଷିଣ…

ବିଧାୟକ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା

କଟକ : ଏକ ମିଥ୍ୟା ସତ୍ୟପାଠ ମାମଲାରେ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସମୟରେ ହାଜର ନ ହେବାରୁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ବିଧାୟକ ହାଜର ହେବା ପାଇଁ ଅଧିକ…

ପୁଣି ଥରେ ମଣିପୁରରେ ଫୁଟିଲା ଗୁଳି, ଗଡ଼ିଲା ୩ ମୁଣ୍ଡ

ପୁଣି ଥରେ ମଣିପୁରରେ ବ୍ୟାପିଲା ହିଂସାର ନିଆଁ। ମୁହାଁମୁହିଁ ହେଲେ ମୈତୀ ଓ କୁକୀ ସମ୍ପ୍ରଦାୟ ଲୋକେ। ଫୁଟିଲା ଗୁଳି, ଆଉ ଅକାଳରେ ଚାଲିଗଲା ୩ ଜୀବନ । ବିକ୍ଷୋଭକାରୀ ବହୁ ଲୋକଙ୍କ ଘରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି। ବିଷ୍ଣୁପୁର…

ଭୁବନେଶ୍ୱରରେ ଅମିତ ଶାହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଁଚିଲେ ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଶାହ ପାଖାପାଖି ରାତି 12ଟା ସମୟରେ ବିମାନ ବନ୍ଦରରେ ଭାରତୀୟ ବାୟୁସେନାର ବିମାନ ଯୋଗେ ଆସି ଅବତରଣ କରିଛନ୍ତି। ସ୍ବାଗତ କରିବାକୁ ଭୁବନେଶ୍ବର ସାଂସଦ…

ଗୁରୁବାର କରନ୍ତୁ କଦଳୀ ଗଛର ପୂଜା

ଧର୍ମ ତଥା ଜ୍ୟୋତିଷ ଶାସ୍ତ୍ରରେ ଗୁରୁବାରର ଏକ ବିଶେଷ ମହତ୍ତ୍ୱ ରହିଛି । ଏହାକୁ ଦେବଗୁରୁ ବୃହସ୍ପତିଙ୍କ ଦିନ ଭାବରେ ଧରାଯାଏ । ବୃହସ୍ପତିଙ୍କ ସହ ଏହାକୁ ଭଗବାନ ବିଷ୍ଣୁଙ୍କ ଦିନ ମଧ୍ୟ କୁହାଯାଏ । ଦେବଗୁରୁ ବୃହସ୍ପତିଙ୍କୁ ବୃଦ୍ଧି କାରକ…

୧୧୫ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଭ୍ରାମ୍ୟମାଣ ଅବକାରୀ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇ ଶୁକ୍ରବାର ସକାଳୁ ଖୋର୍ଦ୍ଧା ପୌରାଂଚଳର ଠେଙ୍ଗାହାଟ ଛକ ନିକଟରୁ ଜଣେ ମହିଳାଙ୍କ ଠାରୁ ୧୧୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଗିରଫ ହୋଇଥିବା ମହିଳା ଜଣକ ଠେଙ୍ଗାହାଟ ନିକଟବର୍ତୀ ସ୍ବପ୍ନେଶ୍ବର…

ହୀରାକୁଦ ଜଳଭଣ୍ଡାରରୁ ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ମହାନଦୀର ଉପରମୁଣ୍ଡରୁ ବର୍ଷା ଜଳ ପ୍ରବେଶ କରୁଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍‌ଣରେ ୨ଟି ପର୍ଯ୍ୟାୟରେ ୫ଟି ଲେଖାଏଁ ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍‌ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଥିଲା। ଆଜି ପୁଣି ୧୦ଟି ଗେଟ୍‌ ଦେଇ…