୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲା, ଆଉ ୨ ଗିରଫ
ସୋନପୁର: ୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲାରେ ସୋନପୁର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଏବେ ଗିରଫଦାରୀ…
ସୋନପୁର: ୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲାରେ ସୋନପୁର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଏବେ ଗିରଫଦାରୀ…
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପୋଲିସ ଏକ ନକଲି ସାର୍ଟିଫିକେଟ୍ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନ ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଧ୍ୟାପକ ଜଣଙ୍କ ତପନ କୁମାର ପୃଷ୍ଟି, ଘର ଯାଜପୁର…
ଆଠଗଡ଼ : ବୋଧହୁଏ ଦୁଃଖ ଏମିତି ଅଚାନକ ଆସେ । ଗାଁ ସରା ଲୋକ ରୁଣ୍ଡ ହୋଇଛନ୍ତି କାହାକୁ ଅପେକ୍ଷା କରି । କିଛି ସମୟ ପୂର୍ବରୁ ଅଶୁଭ ଖବରଟିଏ ଆସିଥିଲା । ନୌବାହିନୀରେ ଥିବା ଗାଁର ପୁଅ ଜନ୍ସନ୍ ଆଉ…
ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହାର ପ୍ରଭାବରେ ଆଜି ୯ଟି ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ଘଡଘଡି…
ଭଦ୍ରକ: ଗ୍ରାମାଞ୍ଚଳ ପୋଲିସକୁ ବଡ଼ ସଫଳତା। ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ୧୧୮ ଗ୍ରାମର ବ୍ରାଉନ ସୁଗାର ଜବତ କରି ଜଣଙ୍କୁ ଗିରଫ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ…
ବଲାଙ୍ଗିର: ଦୁଇ ଦିନିଆ ବଲାଙ୍ଗିର ଗସ୍ତରେ 5t ସଚିବ ଭିକେ ପଣ୍ଡିଆନ । ପ୍ରଥମରେ ତୁଷୁରାରେ ପହଞ୍ଚି ସମଲେଶ୍ବରୀ ମନ୍ଦିରକୁ ଯାଇ ସମଲେଶ୍ବରୀ ମାଁଙ୍କୁ ଦର୍ଶନ କରିବା ସହ ମନ୍ଦିର କମିଟି ସହିତ ଆଲୋଚନା କରିଛନ୍ତି । ଆଜି ବେଳପଡା ଓ…
ଭୁବନେଶ୍ୱର: ବ୍ୟାଙ୍କ ଋଣ ଘୋଟାଲା ମାମଲାରେ ରବିବାର ଅର୍ଥନୈତିକ ଅପରାଧ ଶାଖା (EOW) ଆଉ ୨ ଜଣଙ୍କୁ ଗିରଫ କରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଫୁଲବାଣୀ ଶାଖାରେ ପ୍ରାୟ ୮ କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ…
ରାୟଗଡା: ଦୁଇଜଣ ଡଙ୍ଗରିଆ ଯୁବକଙ୍କୁ ପୋଲିସ ଉଠାଇନେବା ଘଟଣାର ପ୍ରତିବାଦ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି ୧୧୨ ଖଣ୍ଡ ଗାଁର ଡଙ୍ଗରିଆ ମହିଳା ଓ ପୁରୁଷ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଡଙ୍ଗରିଆମାନେ ଥାନା ଘେରାଉ କରିଛନ୍ତି…
ଫୁଲବାଣୀ: ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ଘଟଣାରେ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏସମ୍ପର୍କରେ ସୂଚନା…
ସମ୍ବଲପୁର: ହୀରାକୁଦକୁ କମିଛି ଜଳ ପ୍ରବେଶ । ଯେତିକି ପ୍ରବେଶ କରୁଛି ସେତିକି ବାହାରୁଛି । ଏବେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ଆଗକୁ ଜଳ ପ୍ରବେଶ ଆହୁରି କମିବ । ଉପରମୁଣ୍ଡ ଓ ତଳମୁଣ୍ଡରେ…