Month: August 2023

ମିଟର ରିଡିଂ ନେବାକୁ ଯାଇଥିବା ବେଳେ ଯୁବକକୁ ହତ୍ୟା

ଗଞ୍ଜାମ: ବିଦ୍ୟୁତ ବିଲ୍ ଅଧିକ ଆସୁଥିବାରୁ ମିଟର ରିଡିଂ କରିବା ପାଇଁ ଆସିଥିବା ଏଜେଣ୍ଟଙ୍କୁ ହାଣି ହତ୍ୟା କଲେ ଉପଭୋକ୍ତା। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ କୁପାଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ଗ୍ୟାଲେରୀ ଗ୍ରାମର ଲକ୍ଷ୍ମୀ…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ

ଆଜି ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ୧୩୧୦ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୪୩୩ ପିଲା କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୬୭୭୮ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ୮୧୯୫…

ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ ମହିଳା ଥାନାରେ ହାଜର ହେଲେ ସୌରିନ ଭଟ୍ଟ

କଟକ: ମହିଳା ଥାନାରେ ସୌରିନ ଭଟ୍ଟ । ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହାଜର ହୋଇଛନ୍ତି ସୌରିନ। ପୀଡିତା ଯୁବତୀଙ୍କ ଏତଲା ଆଧାରରେ ଅଧିକ ପଚରାଉଚରା…

କମୁଛି ହୀରାକୁଦ ଜଳସ୍ତର: ଟଳିଲା ବନ୍ୟା ବିପଦ

ସମ୍ବଲପୁର ; କମୁଛି ହୀରାକୁଦ ଜଳସ୍ତର । ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୨୦ଟି ଗେଟ ଖୋଲା ରହିଛି । ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୦ ଫୁଟ ତଳକୁ ଖସିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୭୫ହଜାର କ୍ୟସେକ ଜଳ ପ୍ରବେଶ…

ଵଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ

ବଲାଙ୍ଗିର ଗସ୍ତର ଦ୍ବିତୀୟ ଦିନରେ ଵଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ସଚିବ ଭିକେପାଣ୍ଡିଆନ। ପ୍ରଥମେ ଵଲାଙ୍ଗିର ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମାଆ ସମଲେଶ୍ବରୀଂକୁ ଦର୍ଶନ କରିଛନ୍ତି । ମନ୍ଦିରର ଉନ୍ନତି ନେଇ ସେବାୟତ ଓ ମନ୍ଦିର କମିଟି…

ବନ୍ଧା ହେଲା ଖୋର୍ଦ୍ଧାର ଗ୍ୟାଙ୍ଗ ଲିଡର ସଞ୍ଜୟ ଖୁଣ୍ଟିଆ, ବଡ଼ ଧରଣ ଅଘଟଣ ଘଟଇବା ପାଇଁ କରୁଥିଲେ ମସୁଧା

ଭୁବନେଶ୍ୱର:ଏକ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଏହି ଗ୍ୟାଙ୍ଗ ଏକ ବଡ ଧରଣର ଅପରାଧିକ କାଣ୍ଡ କରିବାକୁ ଯାଉଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ପୋଲିସ ଏମାନଙ୍କୁ ଧରିଛି । ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ଖୁଣ୍ଟିଆ ଓ…

ସାଳନ୍ଦୀର ପ୍ରଖର ସ୍ରୋତରେ ଭାସିଗଲେ ୨ କାଉଡିଆ

ଖଇରା: ଭାସିଗଲେ କାଉଡିଆ । ଶ୍ରାବଣ ସୋମବାରରେ ଆସିଛି ଏପରି ଦୁଃଖଦ ଖବର । ଶ୍ରାବଣ ସୋମବାରରେ ମହାଦେବଙ୍କ ମୁଣ୍ଡରେ ପାଣି ଢାଳିବା ପାଇଁ ଯାଇ ନଦୀର ପ୍ରଖର ସ୍ରୋତରେ ଭାସିଗଲେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବରଦା…

ପୋଖରୀରୁ ଉଦ୍ଧାର ହେଲା ଗୃହରକ୍ଷୀଙ୍କ ମୃତଦେହ

ସୋରଡା : ଗଞ୍ଜାମ ଜିଲ୍ଲା ବଡଗଡ ଥାନା ନିକଟ ପୋଖରୀରୁ ଉଦ୍ଧାର ହୋଇଛି ଗୃହରକ୍ଷୀଙ୍କ ମୃତଦେହ । ମୃତକ ହେଲେ ବଡଗଡ ଗ୍ରାମର ବଳରାମ ଦାସ। ସେ ଏକ ସପ୍ତାହ ହେଲା ଥାନାକୁ ଆସୁ ନଥିଲେ। କିନ୍ତୁ ଆଜି ସକାଳୁ ଗୃହରଖିଙ୍କ…

ୟୁନିୟନ ବ୍ୟାଙ୍କରୁ ଲୁଟ୍ ମାମଲା: ପଶ୍ଚିମବଙ୍ଗରୁ ଧରାହେଲା ମାଷ୍ଟରମାଇଣ୍ଡ

ବାଲେଶ୍ୱର: ଚନ୍ଦନେଶ୍ୱରରେ ଥିବା ୟୁନିୟନ ବ୍ୟାଙ୍କରୁ ଲୁଟ୍ ମାମଲାରେ ବାଲେଶ୍ୱର ପୁଲିସକୁ ବଡ଼ ସଫଳତା ମିଳିଛି। ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳରୁ ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୁଲିସ। ଏଥିସହ ୮୫୪ ଗ୍ରାମ୍ ସୁନା ଜବତ କରାଯାଇଛି। ପୂର୍ବରୁ ଏହି ଘଟଣାରେ ୬ଜଣଙ୍କୁ…

ସରକାରୀ ବାସଭବନରେ ବିଧାୟକ ଝିଆରୀଙ୍କ ଆତ୍ମହତ୍ୟା; ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଭୁବନେଶ୍ୱର:ଓଡ଼ିଶା ବିଧାୟକଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଖାରବେଳନଗରସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରୁ ତାଙ୍କ ଶବ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ମୃତ ଛାତ୍ରୀ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝିଙ୍କ ଝିଆରୀ ବୋଲି…