୨୪ ଘଣ୍ଟା ପରେ ବି ମହାନଦୀରୁ ମିଳୁନି ଦୁଇ ନିଖୋଜ ଛାତ୍ରଙ୍କ ପତ୍ତା, ଚାଲିଛି ଖୋଜାଖୋଜି
କଟକ: ୨୪ ଘଣ୍ଟା ପରେ ବି ମହାନଦୀରୁ ମିଳୁନି ଦୁଇ ନିଖୋଜ ଛାତ୍ରଙ୍କ ପତ୍ତା। ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍। କଟକ ନରାଜ ନିକଟରେ ମହାନଦୀର ଅଥଳ ଜଳରାଶିରେ ଚାଲିଛି ଦୁଇ ଛାତ୍ରଙ୍କ ଖୋଜାଖୋଜି।…