ଓଲିଉଡରେ ଶହେରୁ ଶହେ ଏକ ପ୍ରତିଶତ କାଷ୍ଟିଂ କାଉଚ୍ ହେଉଛି
ଭୁବନେଶ୍ବର : କାଷ୍ଟିଂ କାଉଚ୍କୁ ଓଲିଉଡରେ ସୃଷ୍ଟି ହୋଇଛି ଝଡ଼। ଅଭିନେତ୍ରୀ ପ୍ରକୃତି ମିଶ୍ର, ଯସ୍ମିନ ରଥ ଓ ପୁପୁଲ୍ ଭୁୟାଙ୍କ ପରେ ମୁହଁ ଖୋଲିଛନ୍ତି ରାଣୀ ପ୍ରିୟଦର୍ଶିନୀ। ସେ କହିଛନ୍ତି, ଓଲିଉଡରେ ଶହେରୁ ଶହେ ଏକ ପ୍ରତିଶତ କାଷ୍ଟିଂ କାଉଚ୍…