Month: May 2023

ଦିବ୍ୟାଙ୍ଗଙ୍କ ଠାରୁ ଲୁଟ, ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ନେଇଗଲେ ଅଳଙ୍କାର ଓ ଟଙ୍କା

ମୋହନା: ଦିବ୍ୟାଙ୍ଗକୁ ବି ଛାଡ଼ିଲେନି ଲୁଟେରା । ମୋହନା ଥାନା ମେରାପଲ୍ଲୀ ଗାଁ ନିକଟ ଜାତୀୟ ରାଜପଥରୁ ଦିବ୍ୟାଙ୍ଗକୁ ଠାରୁ ଲୁଟ କରିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ମେରାପଲି ଛକରେ ଥିବା ନିରଞ୍ଜନ ସାହୁ ଓ ବାସୁଦେବ ସାହୁଙ୍କ…

୧୩୫ କେଜି ଗଞ୍ଜେଇ ସହ କାର୍ ଜବତ

ନନ୍ଦପୁର: ନନ୍ଦପୁର ବ୍ଲକ ପାଡୁଆ ପୁଲିସ ଗତକାଲି ଏକ ଗଞ୍ଜେଇ ଚାଲାଣ କରୁଥିବା ଗାଡ଼ି ଏବଂ ଗଞ୍ଜେଇ ଜବତ କରିଛି। ଚୋରାଚାଲାଣକାରୀ ଫେରାର ହୋଇଯାଇଥିବା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ଗେମେଲାପୁଟ ଗାଁ…

ତିନି ରଥର ଉଠିଲା ଚାରି ନାହାକା

ପୁରୀ: ଚଳଚଞ୍ଚଳ ହୋଇପଡିଛି ରଥଖଳା । ଆଜି ତିନି ରଥର ଚାରି ନାହାକା ଉଠିଲା । ସ୍ନାନପୁର୍ଣ୍ଣିମା ପୂର୍ବରୁ ଏହି ୪ ନାହାକା ଉଠାଯାଇଛି। ଯଥାରୀତି ଅନୁସାରେ ଭୋଇ ସେବାୟତଙ୍କ ଦ୍ୱାରା ଏହି ନାହାକା କାମ ସମ୍ପାଦନ କରାଯାଇଛି । ଏହା…

ମହାପ୍ରଭୁଙ୍କ ସ୍ନାନଯାତ୍ରାଠୁ ନେଇ ରଥଯାତ୍ରା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ

ପୁରୀ : ଆସନ୍ତା ଜୁନ୍‌‌ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ପରେ ରଥଯାତ୍ରା, ବାହୁଡ଼ା, ସୁନାବେଶ, ନୀଳାଦ୍ରିବିଜେ ଆଦି ବିଶେଷ ପର୍ବପର୍ବାଣୀ ରହିଛି। ଏହିସବୁ ପର୍ବପର୍ବାଣୀ ସମୟରେ ଠାକୁରଙ୍କ ନୀତିକାନ୍ତି କିପରି ସୁଚାରୂ ରୂପେ…

ଓଡ଼ିଶା ଫର୍‌‌ ‘ଏଆଇ’ ଓ ‘ଏଆଇ’ ଫର୍‌‌ ୟୁଥ୍‌‌’ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରି ଦକ୍ଷ ମାନବ ସମ୍ବଳ ସୃଷ୍ଟି କ୍ଷେତ୍ରରେ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଲୋକସେବା ଭବନରେ ‘ଓଡ଼ିଶା ଫର୍‌‌ ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସି’ ଓ ‘ଆର୍ଟିଫିସିଆଲ୍‌‌…

ମାଓଗଡ଼ରେ ଜନସମ୍ପର୍କ ଶିବିର କଲା ପୁଲିସ ଟିମ୍‌

ମାଲକାନଗିରି: ଲାଲବାହିନୀର ଲାଲଗଡ଼ ଭାବେ ପରିଚିତ ଥିଲା ଦଣ୍ଡିପଦର। ପ୍ରତିବନ୍ଧକ ସାଜିଥିଲା ସରକାରୀ ଯୋଜନା। ମୋବାଇଲ୍ ବ୍ୟବହାର ଉପରେ କଟକଣା ରହିଥିଲା। ଯିଏ ମୋବାଇଲକୁ ବ୍ୟବହାର କରୁଥିଲେ ସେମାନଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ ହେବାକୁ ପଡୁଥିଲା। ବର୍ଷ ବର୍ଷ ଧରି ମାଓ…

ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢିବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢିବ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ମାଟ୍ରିକ ପରୀକ୍ଷା ସଫଳତା ହାରକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇରେ…

କ୍ୟାବିନେଟ ବୈଠକରେ ବଦଳିଲା ନିୟମ: ଏଣିକି ବିକ୍ରି ସହ ବିଭାଜିତ ହୋଇପାରିବ ଚକବନ୍ଦୀ ଜମି

ଭୁବନେଶ୍ୱର: ଏଣିକି ବିଭାଜିତ ଏବଂ ବିକ୍ରି ହୋଇପାରିବ ଚକବନ୍ଦୀ ଜମି। ଏହା ସହ ଜମିପଟ୍ଟା ମଧ୍ୟ ସଂଶୋଧନ କରିପାରିବେ ଜମି ମାଲିକ। ଆଜି ଏ ସମ୍ପର୍କିତ ଚକବନ୍ଦୀ ଆଇନରେ ଥିବା ଧାରା ୩୪ ଏବଂ ୩୫ ନିଷେଧ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ…

ଲୋକଙ୍କ ସୁରକ୍ଷା ପାଇଁ ସଜାଗ କମିଶନରେଟ ପୁଲିସ: ରାଜଧାନୀରେ ବ୍ୟାପକ ହେଲା ସେଫ ସିଟି ଡ୍ରାଇଭ

ଭୁବନେଶ୍ବର:ଲୋକଙ୍କ ସୁରକ୍ଷା ପାଇଁ ସଜାଗ ହେଲା କମିଶନରେଟ ପୁଲିସ। ଏନେଇ ଡିସିପି ପ୍ରତୀକ ସିଂହ କହିଛନ୍ତି, ରାଜଧାନୀ ଭୁବନେଶ୍ବରରେ ସେଫ ସିଟି ଡ୍ରାଇଭକୁ ବ୍ୟାପକ କରାଯାଇଛି। ନିଶା ଚାଲାଣ ଓ ଅପରାଧ ରୋକିବା ପାଇଁ ଚେକିଂ ଓ ବ୍ଳକିଙ୍ଗ ଜୋରଦାର କରାଯାଇଛି।…

ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା

କେନ୍ଦୁଝର : ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା । କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ବିନିଦା ଗ୍ରାମରେ ପୂର୍ବତନ ସମିତି ସଭ୍ୟା ତଥା ପାଲା ଗାୟିକା ସତ୍ୟଭାମା ସିଂହଙ୍କୁ ପଥରରେ ଛେଚି ହତ୍ୟା । ଘର ଠାରୁ ୩୦୦ ମିଟର…