Month: May 2023

ବିଜେପି ହାରିବା ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ବୋମାଇ

ବେଙ୍ଗାଲୁରୁ : କର୍ଣ୍ଣାଟକାରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସବୁ ଦୋଷ ନିଜ ମୁଣ୍ଡକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ। ବିଜେପି ରାଜ୍ୟରେ ଫେଲ ମାରିବାକୁ ବୋମାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗତକାଲି ରାତି ପ୍ରାୟ ୧୦ଟା ବେଳେ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ କଂଗ୍ରେସ ନିଯୁକ୍ତ କଲା ତିନି ପର୍ଯ୍ୟବେକ୍ଷକ

ବେଙ୍ଗାଲୁରୁ: କଂଗ୍ରେସକୁ କର୍ଣ୍ଣାଟକରେ ବିପୁଳ ବିଜୟ ମିଳିଛି। ତେବେ ଆଜି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କଂଗ୍ରେସ ତିନିଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। କଂଗ୍ରେସ ଆଜି ବେଙ୍ଗାଲୁରୁରେ ନୂତନ ନିର୍ବାଚିତ ବିଧାୟକଙ୍କ ଏକ ବୈଠକ ମଧ୍ୟ ଡ଼କାଇଛି | ଏହି…

ଆଇଏସଆଇ ତିଆରି କଲା ନୂଆ ଦାଉଦ, ଭାରତକୁ ଡ୍ରଗ୍ସ ପଠାଇ ଆୟ କରୁଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ‘ଅପରେସନ ସମୁଦ୍ରଗୁପ୍ତ’ ଅଧୀନରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ବିଭିନ୍ନ ଏଜେନ୍ସି ସହିତ ମିଶି ଗୋଟିଏ ବର୍ଷରେ ୪୦ହଜାର କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଥିବା ସାମ୍ନାକୁ ଆସିଛି। ଭାରତକୁ ସମୁଦ୍ରପଥ ଦେଇ ଡ୍ରଗ୍ସ ଚାଲାଣ କରାଯାଉଥିବା ବେଳେ…

ମୋର ସିଦ୍ଧରମେୟାଙ୍କ ସହ କୌଣସି ମତଭେଦ ନାହିଁ: ଡିକେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। କର୍ଣ୍ଣାଟକ ବିଜୟ ପାଇଁ କଂଗ୍ରେସ ଉତ୍ସବ…

‘ମୋତେ ବିନା କାରଣରେ ଫଶାଇ ଦିଆଯାଉଛି, ଦେଶଭକ୍ତ ହେବାର ଦଣ୍ଡ ମିଳୁଛି’: ସମୀର ୱାଙ୍ଖଡ଼େ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍‌ୟନ ଖାନ୍‌ଙ୍କୁ ୨ ବର୍ଷ ତଳେ ଡ୍ରଗ୍ସ ମାମଲାରେ ଗିରଫ କରିଥିବା ପୂର୍ବତନ ଏନ୍‌ସିବି ଅଫିସର ସମୀର ୱାଙ୍ଖଡ଼େଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି। କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ‌ ଦିଲ୍ଲୀ,…

ଗୁରୁବାର ଶପଥ ଗ୍ରହଣ କରିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ !

ବେଙ୍ଗାଲୁରୁ: ଗୁରୁବାର ଦିନ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ଶପଥ ଗ୍ରହଣ କରିବେ। କଂଗ୍ରେସ କାହାକୁ ଦାୟିତ୍ବ ଦେବ, ତାହା ସ୍ପଷ୍ଟ ହୋଇନଥି‌ଲେ ବି ଗୁରୁବାର ଦିନ ଶପଥ ଗ୍ରହଣ ସମାରୋହ ହେବ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ…

ପିଆଜ କେଜି ୪ ଟଙ୍କା, ମୁଣ୍ଡରେ ହାତ ଦେଲେଣି ଟିଟିଲାଗଡ଼ ଚାଷୀ

ଟିଟିଲାଗଡ଼ : ପିଆଜ କେଜି ୪ ଟଙ୍କା। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର ଚାଷୀ ଏବେ ସାହୁକାର ଓ ଦଲାଲଙ୍କୁ ବାଧ୍ୟବାଧ୍ୟକତା ଭିତରେ ଏହି ଦାମ୍‌ରେ ପିଆଜ ବିକ୍ରି କରୁଛନ୍ତି। ପ୍ରଚୁର ପରିମାଣରେ ପିଆଜ ଅମଳ ହେବା ଓ ଏହାକୁ ସଂରକ୍ଷଣ…

ପ୍ରମିଳାଙ୍କୁ ମିଳିଲା ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର : ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ ବିଭାଗର ଅତିରିକ୍ତ ଦାୟିତ୍ୱ। ଶ୍ରମ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ତାଙ୍କୁ ମିଳିଛି। ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ଶ୍ରମ…

ସୁନ୍ଦର ଚେହେରା ଦେଖାଇ ଲୁଟୁଥିଲେ ଦୁଇ ମହିଳା

ଭୁବନେଶ୍ବର : ରୂପ ଯୌବନ ଦେଖାଇ ଫସାଉଥିଲେ। ଯିଏ ଫସିଗଲା, କାମ ସରିଲା। ତାକୁ ଖୋଳ କରିଦେଉଥିଲେ। ଆଉ ଯିଏ ଫସୁନଥିଲା, ତା’ଠାରୁ ଜବଦସ୍ତି ଟଙ୍କା ଓ ମୋବାଇଲ ଛଡ଼ାଇ ନେଉଥିଲେ। ବିରୋଧରେ କଲେ ଅସଦାଚରଣର ବାହାନା କରି ଚିତ୍କାର କରୁଥିଲେ।…

ବିଜେପି ଭୋଟ ବଢ଼ିଛି, ଗୁଣ୍ଡାରାଜ ଓ ସରକାରୀକଳର ଅପବ୍ୟବହାରକୁ ଲୋକେ ବିରୋଧ କରିଛନ୍ତି : ମନମୋହନ

ଭୁବନେଶ୍ବର : ଝାରସୁଗଡ଼ାରେ ବିଜେଡି ପ୍ରାର୍ଥୀ ଜିତିଛନ୍ତି। ହେଲେ ଭୋଟର ଏଠାରେ ଗୁଣ୍ଡାରାଜ ଓ ସରକାରୀକଳ ଅପବ୍ୟବହାରକୁ ବିରୋଧ କରିଥିବା ଦର୍ଶାଇଛନ୍ତି। କାରଣ ଏହି ସମସ୍ୟାକୁ ନେଇ ବିଜେପି ଏଠାରେ ଲଢ଼େଇ କରୁଥିଲା ଓ ଭୋଟର ପୂର୍ବ ନିର୍ବାଚନ ତୁଳନାରେ ଅଧିକ…