କ୍ଷମତା ବଣ୍ଟନ ପ୍ରସ୍ତାବକୁ ଉଭୟ ଶିବକୁମାର ଓ ସିଦ୍ଦରମେୟା କଲେ ପ୍ରତ୍ୟାଖ୍ୟାନ!
ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିପୁଳ ବିଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ସହ କର୍ଣ୍ଣାଟକରେ କଂଗ୍ରେସର ସରକାର ଗଠନ ନେଇ ବୈଠକ କରିଛନ୍ତି। ଅନ୍ୟପକ୍ଷରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ମୁଖ୍ୟ ଡିକେ…