ଗୁଇନ୍ଦା ତଥ୍ୟ ହାସଲ ପାଇଁ ଏନଆଇଏ ସହ ଯୋଗାଯୋଗରେ ଏସଟିଏଫ୍
ଭୁବନେଶ୍ବର: ଗୁଇନ୍ଦା ତଥ୍ୟ ହାସଲ ପାଇଁ ଆଇଏସଆଇ ଏଜେଣ୍ଟଙ୍କ ହନିଟ୍ରାପ ଘଟଣାରେ ଏସଟିଏଫ୍ ଏନଆଇଏ ସହ ଯୋଗାଯୋଗରେ ଥିବା ଜଣାଯାଇଛି। ଖୁବଶୀଘ୍ର ଏସଟିଏଫ୍ ସହ ଏନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ କଥା ହେବ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ପଠାଣି ସାମନ୍ତ ଲେଙ୍କା…