Month: May 2023

ଉତ୍ତରପ୍ରଦେଶ ଓ ଗୁଜୁରାଟଠୁ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ବହୁତ ଭଲ: ବିଜେଡି

ଭୁବନେଶ୍ବର: ବିଜେଡି ମୁକ୍ତ ଓଡ଼ିଶା ଗଠନ ନେଇ ବିଜେପିର ଆହ୍ୱାନ ଉପରେ ପ୍ରତିକ୍ରିୟା ରଖିଛି ଶାସକ ଦଳ। ଦଳର ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଭାରତବର୍ଷରେ ଲୋକେ ଦରଦାମ ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି । ତେଣୁ ସମଗ୍ର…

ରାସ୍ତା ଉପରେ ଜଳିଗଲା ‘ମୋ ବସ୍‌’, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା: ରାଉରକେଲାରେ ଆଜି ଏକ ‘ମୋ ବସ୍‌’ ଜଳିଯାଇଛି। ତେବେ ସମସ୍ତ ଯାତ୍ରୀ ଓ ବସ୍ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି। ବସ୍‌ଟି ରାଉରକେଲାରୁ ବେଦବ୍ୟାସ ଯାଉଥିବା ବେଳେ ଟିସିଆଇ ଛକ…

ଆବଶ୍ୟକ ସ୍ଥଳରେ ଯୁକ୍ତ ଦୁଇ ସିଟ୍ ବଢ଼ିପାରେ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ବଢ଼ିପାରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା । ଆବଶ୍ୟକ ସ୍ଥଳରେ ଯୁକ୍ତ ଦୁଇ କଲେଜ ଗୁଡିକରେ ସିଟ୍ ବଢ଼ାଯିବ । ଜିଲ୍ଲାର ଆବଶ୍ୟକତା ଦେଖି ସିଟ୍ ବଢ଼ାଯିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ପ୍ରମିଳା…

ଏଟିଏମ ଲୁଟକୁ ପଣ୍ଡ କରିଥିବା ପୋଲିସ କର୍ମଚାରୀ ସମ୍ମାନିତ

ଭୁବନେଶ୍ବର: ଭୁବନେଶ୍ୱର ଭିଏସଏସ ନଗରରେ ଏଟିଏମ ଲୁଟକୁ ପଣ୍ଡ କରିଥିବା ପୋଲିସ କର୍ମଚାରୀ ସମ୍ମାନିତ । ଜଣେ ଏସପିଓ ଓ ୨ ଜଣ କନେଷ୍ଟବଳଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଭୁବନେଶ୍ୱର ଡିସିପି । ଗତ ୧୩ ତାରିଖ ରାତି ଅଧରେ…

ଓଡ଼ିଶାକୁ ମିଳିଲା ଆଉ ଦୁଇଟି ସ୍ୱତନ୍ତ୍ର ନୂଆ ରେଳ ପ୍ରକଳ୍ପ

ଓଡ଼ିଶାକୁ ମିଳିଲା ଆଉ ଦୁଇଟି ସ୍ୱତନ୍ତ୍ର ନୂଆ ରେଳ ପ୍ରକଳ୍ପ। ନୂଆ କରି ନିର୍ମାଣ ହେବ ତାଳଚେର-ଅନୁଗୁଳ ରେଳ ଲାଇନ। ତାଳଚେରଠାରୁ ଏହା ୱାଇ କନେକସନ ରହିବ। ଏହି ନୂଆ ରେଳ ଲାଇନର ମୋଟ ଦୂରତା ହେଉଛି ୧୬.୫୦ କିଲୋମିଟର। ସେହିପରି…

କେନ୍ଦ୍ର ସରକାରଙ୍କ ଯୋଜନା ଓଡ଼ିଶାରେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ: ବିଜେପି

ଭୁବନେଶ୍ବର: ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି, ପକ୍କା ଘର, ପିଇବା ପାଣି, ରୋଜଗାର ପାଇଁ କେନ୍ଦ୍ର ଯୋଜନା କରୁଛି, କିନ୍ତୁ ଓଡ଼ିଶାରେ ଯୋଜନା ଲୋକଙ୍କ ପାଖରେ…

ପୋଲିସ ଚା ପିଇବାବେଳେ ଅଭିଯୁକ୍ତ ଚମ୍ପଟ

ସମ୍ବଲପୁର: ଚା ପିଇବାବେଳେ ଅଭିଯୁକ୍ତ ଚମ୍ପଟ । ନାକଟିଦେଉଳ ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଗୋଧିଢିପ ଛକ ନିକଟରେ ପୋଲିସ୍‌ ଚା ପିଉଥିବା ବେଳେ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଯାଇଛି ।…

ଭୁବନେଶ୍ବରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ଆଗାମୀ ସାଧାରଣ ନିର୍ବାଚନ (୨୦୨୪)ରେ କିପରି ଭାବେ ପଡ଼ିଆକୁ ଓହ୍ଲାଇବ ସେନେଇ ରଣନୀତି ପ୍ରସ୍ତୁତ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଜେପି ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ‘ରାଜ୍ୟ କାର୍ଯ୍ୟକାରିଣୀ ବୈଠକ’ରେ ଶନିବାର ଏନେଇ…

ଏଏସ୍‌ଓ ମେରିଟ୍ ଲିଷ୍ଟ ଖାରଜ ହେବା ପରେ ଓପିଏସ୍‌ସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ମନୋନୀତ ପ୍ରାର୍ଥୀ

କଟକ: ଆସିଷ୍ଟାଣ୍ଟ ସେକ୍‌ସନ ଅଫିସର (ଏଏସଓ) ପାଇଁ ଅନୁଷ୍ଠିତ ପରୀକ୍ଷା ଫଳର ମେରିଟ ଲିଷ୍ଟ(ମେଧା ତାଲିକା)କୁ ହାଇକୋର୍ଟ ଖାରଜ କରିବା ପରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଏବେ ଅକଳରେ ପଡ଼ିଛି। ହାଇକୋର୍ଟ ଶୁକ୍ରବାର ଏହି ମାମଲା ନେଇ ଶୁଣାଣି କରିବା…

ମେ’ ୨୨ରେ ୩ ନୂଆ ମନ୍ତ୍ରୀ ନେବେ ଶପଥ !

ଭୁବନେଶ୍ବର: ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଭିତରେ ବଡ ଖବର ଆସିଛି। ଆସନ୍ତା ୨୨ ତାରିଖ ଦିନ ନବୀନ ସରକାରଙ୍କ ନୂଆ ମନ୍ତ୍ରୀମାନେ ଶପଥ ନେବେ। ରାଜ୍ୟ ବାହାରକୁ ଯାଇଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ନିଜର ଗସ୍ତ ସାରି…