Month: May 2023

ସରକାରୀ କ୍ୱାର୍ଟର୍ସରେ ଚାଲିଛି ବିଭିନ୍ନ ବ୍ୟବସାୟ

ଭୁବନେଶ୍ୱର: ସରକାରୀ କ୍ୱାର୍ଟର୍ସରେ ଚାଲିଛି ବିଭିନ୍ନ ପ୍ରକାରର ବ୍ୟବସାୟ । ଭିତରେ ଅବାଧ ପ୍ରବେଶ କରି କ୍ୱାର୍ଟର୍ସ ଭିତରେ ବ୍ୟବସାୟ କରୁଛନ୍ତି ନା ଭଡାରେ ନେଇ ବ୍ୟବସାୟ କରୁଛନ୍ତି । ସେନେଇ ତ ପ୍ରଶ୍ନ ଉଠୁଛି । ଏସବୁର ପୋଲିସ ତଦନ୍ତ…

ଗରମ ପିଚୁରେ ପଡ଼ି ଡ୍ରାଇଭର ଜୀବନ୍ତ ଦଗ୍ଧ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଳକ ଅନ୍ତର୍ଗତ ଦୁର୍ଗୀ ଗ୍ରାମ ପଂଚାୟତର ବନ୍ଧୁଗୁଡ଼ା ରାସ୍ତା ନିକଟରେ ଏକ ହଟ୍ ମିକ୍ସ ପ୍ଲାଣ୍ଟର ଗରମ ପିଚୁ କୁଣ୍ଡରେ ପଡ଼ି ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଘଟଣାରୁ ଜଣାପଡ଼ିଛି ଯେ…

ଆଜିଠୁ ଆରମ୍ଭ ହେଇଛି ମନ୍ତ୍ରୀମାନଙ୍କ ବିଭାଗ ସମୀକ୍ଷା, ପ୍ରଥମ ଦିନରେ ଖାଦ୍ୟ ଯୋଗାଣ ଓ ସମବାୟ, ସ୍ୱାସ୍ଥ୍ୟ ବିଭାଗର ହେଲା ସମୀକ୍ଷା

ଭୁବନେଶ୍ୱର: ମେ ୨୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ପଞ୍ଚମ ପାଳି ସରକାରରେ ଚତୁର୍ଥ ବର୍ଷ ଶେଷ ହେବ | ଆଉ ଆଜିଠୁ ଆରମ୍ଭ ହେଇଛି ମନ୍ତ୍ରୀମାନଙ୍କ ବିଭାଗ ସମୀକ୍ଷା, ପ୍ରଥମ ଦିନରେ ଖାଦ୍ୟ ଯୋଗାଣ ଓ ସମବାୟ, ସ୍ୱାସ୍ଥ୍ୟ ବିଭାଗର…

ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷାବୃତ୍ତି ୨୦୨୨-୨୩ ପାଇଁ ୫,୦୦୦ ଅଣ୍ଡର-ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ହେଲେ ଚୟନ

ମୁମ୍ବାଇ/ ଭୁବନେଶ୍ୱର: ଦେଶର୨୭ଟି ରାଜ୍ୟ ଓ ଚାରିଟି କେନ୍ଦ୍ର ଶାସିତ ଅଂଚଳର ୫ହଜାର ପ୍ରଥମ ବର୍ଷ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀ ୨୦୨୨-୨୩ ପାଇଁ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର-ଗ୍ରାଜୁଏଟ୍ ଶିକ୍ଷାବୃତ୍ତି ପାଇବେ। ଏଥିପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…

ମୁଁ ତ ଆଶାରେ ନ ଥିଲି, ମୋର ଅସନ୍ତୋଷ ନାହିଁ – ସୁଶାନ୍ତ ସିଂ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରୁ ଜଣଙ୍କୁ (ରାଉରକେଲା ବିଧାୟକ ଶାରଦା ନାୟକ) ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ମିଳିଲା। ହେଲେ ଶପଥ ଗ୍ରହଣ କାଳରେ ଦଳର ଅଧିକାଂଶ ବିଧାୟକ ଉପସ୍ଥିତ ଥିବା ବେଳେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଭାବେ ପରିଚିତ…

୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ସଂପ୍ରତି ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି ରହିଛି। ଏହି ସ୍ଥିତି ଆଗକୁ ଆହୁରି କିଛିଦିନ ପାଇଁ ଜାରି ରହିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରାରେ ବିଶେଷ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ…

ଯେଉଁମାନଙ୍କୁ ବିଶ୍ବାସ କରିଥିଲୁ, ସେମାନେ ଆବଶ୍ୟକ ବେଳେ ସାହାଯ୍ୟ କଲେନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ‘ଗ୍ଲୋବାଲ୍‌ ସାଉଥ୍‌’ ବିଶ୍ବରେ ସବୁଠୁ ଅଧିକ ବିପଦଗ୍ରସ୍ତ ହୋଇପାରେ ବୋଲି ଜାଣିଥିଲେ ବି ଆବଶ୍ୟକ ବେଳେ ସେମାନେ ସାହାଯ୍ୟ କଲେ ନାହିଁ ବୋଲି ବିକଶିତ ରାଷ୍ଟ୍ରମାନଙ୍କୁ ସମାଲୋଚନା କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପାପୁଆ ନ୍ୟୁ ଗିନିରେ…

ସିଦ୍ଦରମେୟା ସରକାରଙ୍କୁ ସମାଲୋଚନା କରି ପୋଷ୍ଟ୍‌ ସେୟାର୍ କରିବାର ଅଳ୍ପ ସମୟ ପରେ ନିଲମ୍ବନ ହେଲେ କର୍ଣ୍ଣାଟକ ସ୍କୁଲ୍‌ ଶିକ୍ଷକ

ବେଙ୍ଗାଲୁରୁ: ନବଗଠିତ ସିଦ୍ଦରମେୟା ସରକାରଙ୍କୁ ସମାଲୋଚନା କରିବା ଅଭିଯୋଗରେ ରବିବାର ଦିନ କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ଜଣେ ସରକାରୀ ସ୍କୁଲ୍‌ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଚିତ୍ରଦୁର୍ଗର ହୋସଦୁର୍ଗସ୍ଥିତ କାନୁବେନ୍ନାହାଲ୍ଲି ସରକାରୀ ସ୍କୁଲ୍‌ରେ ଶିକ୍ଷକ ଥିବା ଶାନ୍ତମୂର୍ତ୍ତି ଏମ୍.ଜି. ରାଜ୍ୟ ସରକାର ଏବଂ…

ବିରାଟଙ୍କ ସ୍ବପ୍ନ ଅଧୁରା: ଗିଲ୍‌ଙ୍କ ଶତକରେ ବାଙ୍ଗାଲୋର ବିଦା

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ର ଗ୍ରୁପ୍ ପର୍ଯ୍ୟାୟ ରବିବାର ଶେଷ ହୋଇଥିବାବେଳେ ବିରାଟ କୋହଲିଙ୍କ ଟ୍ରଫି ଦୁଃସ୍ବପ୍ନ ଧାରା ଜାରି ରହିଛି। ବ୍ୟକ୍ତିଗତ ଭାବେ କୋହଲି ଶତକ ହାସଲ କରିଥିବାବେଳେ ବେଙ୍ଗାଲୁରୁରେ ହିଁ ଆର୍‌ସିବିକୁ ୬ ୱିକେଟ୍‌ରେ ହରାଇ ଦେଇଥିଲା ଗୁଜରାଟ ଟାଇଟନ୍ସ।…

୨୦୦୦ ଟଙ୍କିଆ ନୋଟ୍‌ ନେବାକୁ ଦୋକାନ ସବୁ ମନା କରି ପାରିବେ ନାହିଁ: ରିଜର୍ଭ ବ୍ୟାଙ୍କ୍ ମୁଖ୍ୟ ଶକ୍ତିକାନ୍ତ ଦାସ

ମୁମ୍ବାଇ: ୨୦୦୦ ଟଙ୍କିଆ ନୋଟ୍‌ ସଚଳ ହୋଇଥିବାରୁ ବ୍ୟବସାୟ ପ୍ରତିଷ୍ଠାନ ସବୁ ଏହାକୁ ଅଗ୍ରାହ୍ୟ କରିପାରିବେ ନାହିଁ‌ ‌ବୋଲି ଆଜି ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି। ସେ କହିଛନ୍ତି, ଆମେ ପ୍ରସାରଣରୁ (ବଜାରରୁ) ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର…