Month: May 2023

ଜୁନ୍‌ ପହିଲାରୁ ନୂଆ ନିୟମ; ରପ୍ତାନୀ ପୂର୍ବରୁ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ କଫ ସିରପ୍‌

ନୂଆଦିଲ୍ଲୀ : ଭାରତ ରପ୍ତାନୀ କରୁଥିବା କଫ ସିରପକୁ ସେବନ କରି ବହୁ ଶିଶୁ ଅକାଳରେ ମୃତ୍ୟୁମୁଖରେ ପଡ଼ୁଥିବା ବିଭିନ୍ନ ଦେଶ ଅଭିଯୋଗ କରିଛନ୍ତି। ଏଥିପାଇଁ ସେମାନେ ଭାରତର କଫ ସିରପକୁ ଭରସା କରି ପାରୁ ନାହାନ୍ତି। ଫଳରେ ବିଦେଶକୁ ରପ୍ତାନୀ…

କେନ୍ଦ୍ରାପଡ଼ାରେ ପ୍ରାକୃତିକ ତୈଳର ସନ୍ଧାନ, ୨୫୦୦ ମିଟର ମାଟି ତଳକୁ ଡ୍ରିଲ୍ କରାଯାଇ କେତେ ଅଛି ଦେଖାଯିବ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଯମପଡା ପଂଚାୟତର ଗଉଡଗାଁରେ ଅଏଲେ ଇଣ୍ଡିଆ ଲିମିଟେଡର ପ୍ରାକୃତିକ ତୈଳ ଓ ଗ୍ୟାସ୍‌ର ଅନୁସଂଧାନ କରିଛି। ଯେଉଁ ଜମିରେ ଏହାକୁ ଚିହ୍ନଟ କରାଯାଇଛି ଏହାକୁ କିଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଦୁଇ…

ପୁରୀ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ

ପୁରୀ : ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି 5T ସଚିବ। ଏଥିସହିତ ଶ୍ରୀମନ୍ଦିର ସମ୍ମୁଖରେ ଚାଲୁଥିବା ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ ପରେ…

ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ବିଜେପିର ଟାର୍ଗେଟ

ଭୁବନେଶ୍ୱର: ଆଜି ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଥିବାବେଳେ ଏବେ ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି | ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗର ଦାୟିତ୍ୱ ମିଳିଥିବାବେଳେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଶାରଦା…

ଛୁଆ ଚୋରି ନେଇ ଏମ୍‌କେସିଜି ମେଡିକାଲରେ ମହିଳାଙ୍କ ହାଇଡ୍ରାମା

ଗଞ୍ଜାମ : ବ୍ରହ୍ମପୁର ଏମକେସିଜି ମେଡ଼ିକାଲ(ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ)ରେ ହାଇଡ୍ରାମା। ଲୁହ ଛଳଛଳ ହୋଇଥିବା ମହିଳାଙ୍କ ଛୁଆ ଚୋରି ଅଭିଯୋଗ ପରେ ନାକେଦମ ହେଲା ପୁଲିସ। ୩ଘଣ୍ଟା ଧରି ପୁଲିସ ନାକେଦମ ହୋଇ ତଦନ୍ତ…

ବିକ୍ରମଙ୍କୁ ଅର୍ଥ, ସାରଦାଙ୍କୁ ଶ୍ରମ ଓ ସୁଦାମ ମାରାଣ୍ଡିଙ୍କୁ ମିଳିଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର : କ୍ୟାବିନେଟ ମନ୍ତ୍ରୀ ଭାବରେ ନୂଆ ଦାୟିତ୍ୱ ନେଇଥିବା ୩ ମନ୍ତ୍ରୀଙ୍କୁ ବଡ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ନବୀନ ସରକାର । ନୂଆ କରି ଶପଥ ଗ୍ରହଣ କରିଥିବା କ୍ୟାବିନେଟ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ରାଜ୍ୟ ସରକାର ସ୍କୁଲ ଏବଂ…

ବଢ଼ିଲା ରସଗୋଲା ଦାମ୍, ୫ ଟଙ୍କିଆ ମିଠା ୬ ଟଙ୍କା, ୧୦ ଟଙ୍କିଆକୁ ୧୨ ଟଙ୍କା, ୨୦ ଟଙ୍କିଆକୁ ୨୫ ଟଙ୍କା

ଭୁବନେଶ୍ବର: ବଢ଼ିଲା ରସଗୋଲା ଦାମ୍ । କାଲିଠୁ ଲାଗୁ ହେବ ବର୍ଦ୍ଧିତ ଦର । ଦୁଇଦିନ ହେଲା ପାହାଳ ରସଗୋଲା ବଜାର ବନ୍ଦ ରହିଥିବା ବେଳେ କାଲି ଖୋଲିବ ସମସ୍ତ ଦୋକାନ। କାଲିଠୁ ନୂଆ ରେଟରେ ମିଳିବ ରସଗୋଲା ଏବଂ ଛେନାପୋଡ଼…

ପ୍ଲାଷ୍ଟିକ୍‌ ପାଇପ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର : ଭୟଙ୍କର ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଲା ପାଇପ୍‌ ଗୋଦାମ । ପ୍ରବଳ ନିଆଁ ଓ ଧୂଆଁରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି । ଏଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା ଧମା ଥାନା ଗୁଣ୍ଡେଇପୁର ଅଞ୍ଚଳର ।…

ଆସନ୍ତାକାଲି ସନ୍ଧ୍ୟାରେ ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର

ଭୁବନେଶ୍ୱର: ଆସନ୍ତାକାଲି ସନ୍ଧ୍ୟାରେ ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଉଜ୍ଜ୍ୱଳ ଗ୍ରହ ଶୁକ୍ର | ୨୩ ତାରିଖ ଦିନ ସେମାନଙ୍କ ଭିତରେ କୋୖଣିକ ଦୂରତା ପ୍ରାୟ ୨ ଡିଗ୍ରୀ ରହିବ | ତା ପରଦିନ ସେମାନଙ୍କ ଭିତରେ କୋୖଣିକ ଦୂରତା ବଢ଼ିଯାଇ…

ରାତିରେ ବୁଦ୍ଧ ପାର୍କ ନିକଟରେ ଜାଳିଦେଲେ ଦୁଇ ଦାମୀ କାର

ଭୁବନେଶ୍ୱର: ଦୁଇ ଦାମୀ କାରରେ ନିଆଁରେ ଲଗେଇଲେ ଦୁର୍ବୃତ୍ତ। ନୀଳାଦ୍ରି ବିହାର ସ୍ଥିତ ବୁଦ୍ଧ ପାର୍କ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଦୁଇଟି ଦାମୀ କାରକୁ ନିଆଁ ଲଗେଇ ଦେଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତ୍ରୀରେ ନିଆଁ ଲାଗିଥିବା ବେଳେ ଘଟଣା ସ୍ଥଳରେ…