Month: May 2023

ହୃଦଘାତ ନେଲା ପୂର୍ବତନ ମିଷ୍ଟର ଇଣ୍ଡିଆଙ୍କ ଜୀବନ

ନୂଆଦିଲ୍ଲୀ: ହୃଦଘାତ ନେଲା ପୂର୍ବତନ ମିଷ୍ଟର ଇଣ୍ଡିଆଙ୍କ ଜୀବନ। ଦେଶର ପ୍ରସିଦ୍ଧ ବଡିବିଲଡର ପ୍ରେମରାଜ ଆରୋରାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୨ବର୍ଷ ବୟସ ହୋଇଥିଲା। ପେଟରେ ଏସିଡିଟି ସମସ୍ୟା ହେବା ପରେ ପ୍ରେମରାଜ ଆରୋରାଙ୍କର ଛାତିରେ…

ଅମୃତସରରେ ଗ୍ୟାଙ୍ଗଓ୍ବାର, କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜରନେଲ ସିଂକୁ ମାରିଲେ ୨୪ ରାଉଣ୍ଡ ଗୁଳି

ଅମୃତସର : ଗ୍ୟାଙ୍ଗଓ୍ବାରରେ ପୁଣି ଥରି ଉଠିଛି ପଞ୍ଜାବର ଅମୃତସର । ଏଠାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜରନେଲ ସିଂକୁ ଗୁଳି କରି ହତ୍ୟା କରାଯାଇଛି । ଏହାକୁ ନେଇ ସମଗ୍ର ସହରରେ ସ୍ଥିତି ଅଶାନ୍ତ ହୋଇଯାଇଛି । ପୁଲିସର ସୂଚନା ଅନୁଯାୟୀ,…

‌ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କ ପାଇଁ ‌ଦେବଦୂତ ସାଜିଲେ ଟିନା ଡାବି

ଜୟପୁର : ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିନା ଡାବି ପାକିସ୍ତାନ ପ୍ରବାସୀଙ୍କୁ କରିଥିବା ସାହାଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନର ଜୈସଲମେର ଜିଲ୍ଲାର ଜିଲ୍ଳାପାଳ ଭାବେ କାମ କରୁଥିବା ଆଇଏଏସ୍ ଟିନା ଡାବି ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଘର ଉପରେ…

ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ଯୋଗ ଦେବ ବିଜେଡ଼ି

ନୂଆଦିଲ୍ଲୀ : ଦେଶର ନୂଆ ସଂସଦ ଉଦଘାଟନକୁ ନେଇ ରାଜନୀତି ଜାରି ରହିଛି । କଂଗ୍ରେସ ସମେତ ଦେଶର ପ୍ରମୁଖ ବିରୋଧୀ ଦଳ ଗୁଡ଼ିକ ଏହି ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ୍ କରିବାକୁ ଘୋଷଣା କରିଥିବାବେଳେ ବିଜୁ ଜନତା ଦଳ (ବିଜେଡି) ପୁଣି…

ହତ୍ୟା ଧମକ ପରେ ବାଗେଶ୍ୱର ବାବାଙ୍କୁ ମିଳିଲା ୱାଇ ବର୍ଗର ସୁରକ୍ଷା

ନୂଆଦିଲ୍ଲୀ: ପ୍ରସିଦ୍ଧ ଧାର୍ମିକ ପ୍ରବଚକ ତଥା ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ୱାଇ ବର୍ଗର ସୁରକ୍ଷା ଦିଆଯାଇଥିବା ବେଳେ ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। କିଛି ସମୟ ପୂର୍ବରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା…

ୟୁଟି ଖାଦେର କର୍ଣ୍ଣଟକ ବିଧାନସଭାର ବାଚସ୍ପତି

ବେଙ୍ଗାଲୁରୁ : କର୍ଣ୍ଣାଟକାର ପୂର୍ବତନ ମନ୍ତ୍ରୀ ତଥା ୫ଥରର ବିଧାୟକ ୟୁଟି ଖାଦେର ସର୍ବସମ୍ମତିକ୍ରମେ ବିଧାନସଭାର ବାଚସ୍ପତି ହୋଇଛନ୍ତି। ୫୩ ବର୍ଷୀୟ ଖାଦେର ପ୍ରଥମ ମୁସଲିମ ନେତା ଭାବେ କର୍ଣ୍ଣାଟକା ବିଧାନସଭାର ବାଚସ୍ପତି ହେବାର ରେକର୍ଡ କରିଛନ୍ତି। ମଙ୍ଗଳବାର ଖାଦେର ବାଚସ୍ପତି…

ସଂସଦର ନୂଆ ବିଲଡିଂରେ ରହିବ ଇତିହାସର ପ୍ରତୀକ ‘ରାଜଦଣ୍ଡ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖରେ ଆଧୁନିକ ଓ ଭବ୍ୟ ଶୈଳୀରେ ନିର୍ମାଣ ହୋଇଥିବା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବେ। ବିରୋଧୀ ଏହି କାର୍ଯ୍ୟକ୍ରମକୁ ବୟକଟ କରିବାକୁ ଘୋଷଣା କରିଥିଲେ ହେଁ ସରକାରୀ ସ୍ତରରେ ଉଦଘାଟନୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ପାଗଳ’ କହି ଅଡ଼ୁଆରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ : ନିଜର ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଅଡ଼ୁଆରେ ପଡ଼ିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପାଗଳ ମୋଦି’ କହି ବିବାଦ ସୃଷ୍ଟି କରିଛନ୍ତି। ବିବାଦ ବଢ଼ୁଥିବାରୁ ଶ୍ରୀ ଚୌଧୁରୀ…

ସଂସଦର ନୂଆ ବିଲଡିଂ ଉଦଘାଟନ ଉତ୍ସବରେ ସାମିଲ ହେବ ଅକାଳୀ ଦଳ

ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ନୂଆ ବିଲ୍‌ଡିଂକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦଘାଟନ କରନ୍ତୁ ବୋଲି କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ଦାବି କରିଛନ୍ତି। ଏଥିସହ…

ଦିଲ୍ଲୀ ପାଇଁ କେନ୍ଦ୍ରର ଅଧ୍ୟାଦେଶ: କେଜ୍ରିୱାଲଙ୍କୁ ଉଦ୍ଧବ ଠାକରେଙ୍କ ସମର୍ଥନ

ନୂଆଦିଲ୍ଲୀ : ଦିଲ୍ଲୀର ପୋଷ୍ଟିଂ ଓ ବଦଳି ଅଧିକାର ଉପ ରାଜ୍ୟପାଳଙ୍କୁ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଜଣଙ୍କ ପରେ ଜଣେ ବିରୋଧୀ ଏକାଠି ହେବାରେ ଲାଗିଛନ୍ତି। କେନ୍ଦ୍ରର ଅଧ୍ୟାଦେଶକୁ ସଂସଦରେ ମାତ ଦେବା ପାଇଁ ଦିଲ୍ଲୀ…