Category: ରାଜ୍ୟ ଖବର

ଅସହ୍ୟ ତାତିରେ ଜଳୁଛି ଓଡ଼ିଶା, ଆହୁରି ୬ ଡିଗ୍ରୀ ବଢ଼ିବ ତାତି

ଭୁବନେଶ୍ବର: କଲବଲ କରୁଛି ତାତି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି । ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ତାତି । ଆସନ୍ତା ୧୭ ତାରିଖ ଯାଏ ଏଭଳି ତାତି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ…

ଦୁଇ ଦିନିଆ ‘ରାଜଧାନୀ ମହୋତ୍ସବ’, ୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର

ଭୁବନେଶ୍ବର: ୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର । ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ । ଏହି ଅବସରରେ ସହରରେ ଦୁଇ…

ହାଇୱାକୁ ଧକ୍କା ଦେଲା ଘରୋଇ କଲେଜ ବସ୍: ଡ୍ରାଇଭର ମୃତ, ୧୫ ଆହତ

ଯାଜପୁର ରୋଡ଼: ରଙ୍ଗରୁଟ୍ ହେଲା କାଳ। ହାଇୱାକୁ ଧକ୍କା ଦେଲା ଘରୋଇ କଲେଜ ବସ୍। ଦୁର୍ଘଟଣାରେ ଡ୍ରାଇଭର ମୃତ, ୧୫ ଆହତ। ଯାଜପୁର ରୋଡ କୋରେଇ ଥାନା ଔପଦା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ରାତି ପ୍ରାୟ…

ଦୁଇ ବାଇକ୍ ମୁହାଁମୁହିଁ, ୨ ମୃତ

ସୋରଡା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଦୁଇ ମୃତ । ସୋରଡା ଥାନା ପୋଡାଖାରୀ ଗାଁ ନିକଟରେ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଦୁଇ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା…

ବିଜେଡି ସଂସଦୀୟ ଦଳ ନେତା ହେଲେ ମାନସ ରଞ୍ଜନ ମଙ୍ଗରାଜ, ସୁଲତା ସଂସଦୀୟ ଦଳର ଉପନେତା

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଉଚ୍ଚ ସଦନରେ ସଂସଦୀୟ ଦଳର ନେତା ଏବଂ ସୁଲତା ଦେଓଙ୍କୁ ସଂସଦୀୟ ଦଳର ଉପନେତା ଓ ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କରିଛି। ଉଭୟଙ୍କ ଚୟନକୁ ଅନୁମୋଦନ…

୧୧ କେଭି ତାର ସଂସ୍ପର୍ଶରେ ଆସି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପାଟଲ୍ ଗ୍ରାମରେ ଅଘଟଣ । ୧୧ କେଭି ତାର ସଂସ୍ପର୍ଶରେ ଆସି ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ବାଲିମି ଥାନା ପାଟଲ୍ ଗ୍ରାମର ସୁଧାକର ସାହୁ (୩୨), ଲକ୍ଷ୍ମୀଧର ସାହୁ(୨୪) ଏବଂ…

ମଣ୍ଡିରେ ଧାନରୁ ହେଲାଣି ଗଛ; ଆସୁନାହାନ୍ତି ମିଲର

ବାସୁଦେବପୁର : ଚାଷ ଓ ଚାଷୀଙ୍କ ପାଇଁ ସରକାରୀ ଘୋଷଣା ଏବେ ସାତସପନ ପାଲଟିଛି। ମିଲରଙ୍କ ମନମାନୀ ଓ ଅଘୋଷିତ କଟନିଛଟନି ପାଇଁ ନାକେଦମ ହେଲେଣି ଚାଷୀ। କେତେକ ଚାଷୀଙ୍କ ଧାନ ଏଯାବତ ମଣ୍ଡିରେ ପଡି ରହିଛି। କାଳବୈଶାଖୀ ପ୍ରଭାବରୁ ହୋଇଥିବା…

ବାହାର ରତ୍ନଭଣ୍ଡାର ଦ୍ୱିତୀୟ ପର୍ଯ୍ୟାୟ ଗଣତି ଶେଷ; ୧୯୭୮ ତାଲିକା ତୁଳନାରେ ମିଳିଲା ଅଧିକ ଅଳଙ୍କାର

ପୁରୀ: ଗଣତିମଣତିର ଦ୍ୱିତୀୟ ପର୍ଯ୍ୟାୟ ଚତୁର୍ଥ ଦିନରେ ଶନିବାର କଡ଼ା ସୁରକ୍ଷା ମଧ୍ୟରେ ବାହାର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀ ଗଣତି କାର୍ଯ୍ୟ ଶେଷ ହୋଇଛି। ୧୯୭୮ତାଲିକାରେ ବାହାର ରତ୍ନ ଭଣ୍ଡାରରେ ମୋଟ ୧୧୮ଟି ଅଳଙ୍କାର ରହିଥିବା ବେଳେ…

ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରାର୍ଥୀ ଦେବ ’ଓଡ଼ିଶା ଜନତା କଂଗ୍ରେସ’

ଭୁବନେଶ୍ୱର : ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରାର୍ଥୀ ଦେବ ମହମ୍ମଦ ମୋକିମଙ୍କ ନୂଆ ଦଳ ଓଡ଼ିଶା ଜନତା କଂଗ୍ରେସ। ଏ ନେଇ ଆଜି ଦଳର କାର୍ଯ୍ୟାଳୟ ଉଦଘାଟନ କରି ସୂଚନା ଦେଇଛନ୍ତି ମୋକିମ। ଏହାସହ ଆସନ୍ତା ୧୫ ତାରିଖରେ…

୫ ମାସ ହେଲା ମିଳୁନି ଦରମା, ୨ ଦିନ ଧରି ଧାରଣାରେ ବସିଛନ୍ତି ୧୧୨ ଏମରଜେନ୍ସି କଲ୍ ସେଣ୍ଟରର କର୍ମଚାରୀ

ଭୁବନେଶ୍ୱର : ଦରମା ନମିଳିବାରୁ ତୀବ୍ର ଅସନ୍ତୋଷ । ଦୁଇଦିନ ହେବ ଧାରଣାରେ ବସିଛନ୍ତି ୧୧୨ ଏମରଜେନ୍ସି କଲ୍ ସେଣ୍ଟରର କର୍ମଚାରୀ । ୧୦୦ରୁ ଅଧିକ କର୍ମଚାରୀ ଧାରଣାରେ ବସିଛନ୍ତି । ରାଜ୍ୟ ଜରୁରୀକାଳୀନ ସେବା ସଞ୍ଚଳନ କେନ୍ଦ୍ର ଅଫିସ ସମ୍ମୁଖରେ…