Category: ରାଜ୍ୟ ଖବର

ଲୋନ୍ କରାଇଦେବା ନାଁରେ ଠକେଇ, କୋଟିପତି ଠକକୁ ବାନ୍ଧିଲା ପୋଲିସ

ଜୟପୁର: ପୋଲିସ ହାତରେ କୋଟିପତି ଠକ । ଲୋକଙ୍କୁ ଲୋନ୍ କରାଇଦେବା ନାଁରେ ଠକେଇ । ୩୦ ଉର୍ଦ୍ଧ୍ବ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ସୂଚନା ମିଳିଛି । କୋରାପୁଟ ଜିଲ୍ଲା ଜୟପୁର ନୂଆସାହି ଅଞ୍ଚଳର କୋଟିପତି…

ସୁନ୍ଦରଗଡ଼ରେ ଝାଡ଼ାବାନ୍ତି ଆତଙ୍କ, ସ୍ୱାସ୍ଥ୍ୟ ପରୀକ୍ଷା କଲା ଡାକ୍ତରୀ ଟିମ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ହେମଗିରି ବ୍ଲକ ନୂଆଡିହିରେ ଝାଡ଼ାବାନ୍ତି ଆତଙ୍କ । ୨୯ରୁ ଅଧିକ ଆକ୍ରାନ୍ତ । ସେମାନଙ୍କୁ ବିଭିନ୍ନ ଡାକ୍ତରଖାନା ଓ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ପୂର୍ବରୁ ଗାଁରେ ଏକ…

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଇଞ୍ଜେକସନ୍ ଦେଇ ହତ୍ୟା, ୨ ଗିରଫ

ଜଗତସିଂହପୁର : ଜଗତସିଂହପୁର ସହରର ଥିବା ‘ସୁଧାର’ ନିଶା ନିବାରଣ କେନ୍ଦ୍ରର ଜଣେ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼ ସହ ଇଞ୍ଜେକସନ୍ ଦେଇ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଜଗତସିଂହପୁର ଥାନା ପୁଲିସ ହତ୍ୟା ମାମଲା ରୁଜୁ…

ଜଳି ଗଲା ୨୫ରୁ ଅଧିକ ଦୋକାନ, ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଜଳେଶ୍ବର: ବିଳମ୍ବିତ ରାତି ରେ ଭୟାବହ ଅଗ୍ନିକାଣ୍ଡ । ଜଳି ଗଲା ୨୫ରୁ ଅଧିକ ଦୋକାନ। ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର…

୩୧ରେ ବିଏଡ୍‌, ଜୁନ୍‌ ୩ରେ ବିଏଚ୍ଏଡ୍ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର: ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ଆସନ୍ତା ୩୧ରେ ପ୍ରବେଶିକା ପରୀକ୍ଷା ହେବ। ଜୁନ୍‌ ୩ରେ ବିଏଚ୍ଏଡ୍ (ହିନ୍ଦୀ) ଓ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ରାଜ୍ୟ ପ୍ରବରଣ ମଣ୍ଡଳୀ (ଷ୍ଟେଟ୍‌ ସିଲେକ୍ସନ ବୋର୍ଡ) ପକ୍ଷରୁ…

ଜମି ବିବାଦକୁ ନେଇ ଦାଦା-ଖୁଡ଼ିଙ୍କୁ ମରଣାନ୍ତକ ଆକ୍ରମଣ କଲା ପୁତୁରା

ପୁରୀ: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଛୁରା ମାଡ଼ । ପୁତୁ଼ରାରର ଛୁରା ମାଡ଼ରେ ଗୁରୁତର ହେଲେ ଉଭୟ ଦାଦା ଓ ଖୁଡ଼ି । ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଣ୍ଢିଆ ସାହି ଗ୍ରାମରେ ଜମି ବାଡି ବିବାଦକୁ କେନ୍ଦ୍ରକରି…

ଶ୍ରୀମନ୍ଦିର ଜୋନ ଉପରେ ହେଲିକପ୍ଟର ଉଡାଇଲେ ବିଜେପି ସାଂସଦ, ତଦନ୍ତ ଦାବି

ଭୁବନେଶ୍ବର: ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ ଅଭିଯୋଗ କରିଛନ୍ତି ଯେ ବିଜେପି ସାଂସଦ ସଙ୍ଗୀତା ସିଂହ ଦେଓ ଏବଂ ତାଙ୍କ ଝିଅ ନିବୃତ୍ତିଙ୍କୁ ପୁରୀର ଅତ୍ୟନ୍ତ ସମ୍ବେଦନଶୀଳ ଶ୍ରୀମନ୍ଦିର ଜୋନ ଉପରେ ଏକ ହେହଲିକପ୍ଟର ମାଧ୍ୟବରେ ଉଡିବା…

ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଛୁଟି ଦିନରେ ଅଫିସ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ । ଆଇନ ଶୃଙ୍ଖଳା ପରିସ୍ଥିତି, ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚତୁର୍ଥ ଶନିବାର ଛୁଟି ଦିନରେ ଖାରବେଳ ଭବନରେ ଅଫିସ…

ଲେଡି ବ୍ରାଉନସୁଗର ପେଡଲର ଗ୍ୟାଙ୍ଗ୍ ଉପରେ ଚଢ଼ାଉ, ୮ ଗିରଫ

ରାଉରକେଲା : ରାଉରକେଲାରେ ଲେଡି ବ୍ରାଉନସୁଗର ପେଡଲର ଗ୍ୟାଙ୍ଗ୍ ଉପରେ ପୋଲିସର ଚଢ଼ାଉ । ୮ ଅଭିଯୁକ୍ତ ଗିରଫ ସହ ଦୁଇ କୋଟି ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ରାଉରକେଲାରେ ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳରେ ମହିଳା ଡ୍ରଗ୍ସ ସ୍ମଗଲରଙ୍କ…

ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ

ଲମତାପୁଟ : କୋରାପୁଟର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ । ଦିନ ସାଢେ ୧୧ ଟାରୁ ୧୨ ମଧ୍ୟରେ ପ୍ରକଳ୍ପ ଟ୍ରିପ ହୋଇଥିଲା l ପ୍ରକଳ୍ପ କେବୁଲ ଗୁଡ଼ିକରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା l ପ୍ରକଳ୍ପ ଭିତରେ ଭୟାବହ ଅଗ୍ନିକାଣ୍ଡ…