Category: ରାଜ୍ୟ ଖବର

ମାଓବାଦୀ ଲୁଟିଥିବା ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ୭ ରାଜ୍ୟକୁ ଏସଆଇଡବ୍ଲୁର ଚିଠି

ଭୁବନେଶ୍ୱର: ମାଓବାଦୀମାନେ ଲୁଟ୍ କରିଥିବା ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ଚିଠି ଲେଖିଲା ଏସଆଇଡବ୍ଲୁ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ୬୫୦ଟି ଅସ୍ତ୍ରଶସ୍ତ୍ର ଲୁଟ୍ କରିଥିଲେ ମାଓବାଦୀ । ସେଥିରୁ ୪୨୦ଟି ଅସ୍ତ୍ରର ସନ୍ଧାନ ମିଳିଥିବା ବେଳେ ଏବେ ବି ଅନେକ ଅସ୍ତ୍ର…

ବିଜେଡି ଛାଡିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ବିଜେଡିକୁ ବଡ ଝଟକା । ଦଳ ଛାଡିଲେ ବରିଷ୍ଠ ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସୋମବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜର ଇସ୍ତଫା…

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କ୍ୟାବିନେଟ୍ ସଂପ୍ରସାରଣ ନେଇ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ରାଜନୈତିକ ମହଲରେ କ୍ୟାବିନେଟ୍ ସଂପ୍ରସାରଣ ଚର୍ଚ୍ଚା ପୁଣି ଜୋର ଧରିଛି। ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବ କି, କିଛି ନୂଆ ବିଧାୟକଙ୍କୁ ସୁଯୋଗ…

ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ବାପ-ପୁଅଙ୍କ ମୃତ୍ୟୁ

ଯାଜପୁର : ଗ୍ୟାସ ସିଲିଣ୍ଡର ଲିକ ହୋଇ ୩ଜଣ ଗୁରୁତର ହେବା ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ବାପା ପୁଅଙ୍କ ମୃତ୍ୟୁ । ଗତକାଲି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ପଞ୍ଚାୟତ ଗୁଲଜାରନଗରପାଟଣାରେ ଥିବା ଏକ ଜଳଖିଆ ଦୋକନରେ ଗ୍ୟାସ ସିଲିଣ୍ଡର…

ମାଆକୁ ପିଟିପିଟି ମାରିଦେଲା ପୁଅ

ଆଳି : ମାଆକୁ ପିଟିପିଟି ମାରିଦେଲା ପୁଅ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ପାତୁଳି ଗାଁରେ ହୀରାମଣି ସାହୁଙ୍କୁ (୭୫ )ତାଙ୍କ ପୁଅ ନିଶାସକ୍ତ ଅବସ୍ଥାରେ ଏକ ବାଡ଼ିରେ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଗତକାଲି…

ଯାଆଁଳା କନ୍ୟା ସନ୍ତାନ ଜନ୍ମ ହେବାରୁ ଗାଁ ଦାଣ୍ଡରେ ପୁଅ-ବୋହୁଙ୍କୁ ମାଡ଼

ସାଲେପୁର : କନ୍ୟା ସନ୍ତାନ ଜନ୍ମ ହେବାରୁ ପୁଅ ବୋହୁଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଲେ ଶାଶୁ ଶଶୁର ଓ ନଣନ୍ଦ । ମାସେ ହେଲା ଦେଉଥିଲେ ଅକଥନୀୟ ନିର୍ଯାତନା । ସୋସିଆଲ ମିଡିଆରେ ଭିଡିଓ ଭାଇରଲ । ଏଭଳି…

ଦୁଇଟି ହାତୀର ମୃତଦେହ ଉଦ୍ଧାର

ନର୍ଲା : ଦୁଇଟି ହାତୀର ମୃତ୍ୟୁ ଖବର ମିଳିଛି । ଗୋଟେ ଦନ୍ତା ହାତୀର ମୃତ୍ୟୁ ହୋଉଥିବାବେଳେ ଆଉ ଏକ ମାଖନା ହାତୀର ମୃତ୍ୟୁ ହୋଇଛି। କଳାହାଣ୍ଡି ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ଏକ ପୋଖରୀ ନିକଟରୁ ଦନ୍ତାହାତୀର ମୃତଦେହ ଉଦ୍ଧାର…

ଦଶାହ ଖାଦ୍ୟ ଖାଇ ୪ ମୃତ, ୧୭ ଆକ୍ରାନ୍ତ

ଝାରସୁଗୁଡ଼ା: ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ନୂଆଡ଼ିହି ଗାଁରେ ଏକ ଦୁଃଖଦ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦଶାହ ଭୋଜି ଖାଇବା ପରେ ବିଷାକ୍ତ ଖାଦ୍ୟ…

ଟ୍ରେନ ଉପରେ ଚଢ଼ି ସେଲଫି ନେଲା ବେଳେ ଜଳିଗଲେ ଯୁବକ

ଭୁବନେଶ୍ବର: ସେଲଫି ନେବା ପଡିଲା ମହଙ୍ଗା । ଟ୍ରେନ ଉପରେ ସେଲଫି ନେବା ବେଳେ କରେଣ୍ଟ ଲାଗି ରେଳ ଷ୍ଟେସନକୁ ଛିଟିକିପଡ଼ିଲେ ଛାତ୍ର । ମଞ୍ଚେଶ୍ୱର ରେଳ ଷ୍ଟେସନରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ଏକ ଘରୋଇ…

ପୋଖରୀରେ ବୁଡ଼ିଗଲେ ଦୁଇ ଛାତ୍ର

ବ୍ରହ୍ମପୁର:ବ୍ରହ୍ମପୁର ସହର ଅଙ୍କୁଲି ନୁଆସାହି ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତାରୁ ପାଣିରେ ବୁଡ଼ି ଯାଇ ୨ ଜଣ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଆଯୋଧ୍ୟାନଗର ୨ୟ ଲାଇନର ବିଶ୍ୱଜିତ ପଣ୍ଡା(୧୬) ଓ ଖୋଡାସିଂର ଅଭିଜିତ ମାରାଣ୍ଡି(୧୬) । ଆଜି…