Category: ରାଜ୍ୟ ଖବର

ଗାଧୋଇବା ବେଳେ ସୁବର୍ଣ୍ଣରେଖାରେ ୨ ନାବାଳକ ନିଖୋଜ

ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ଅଘଟଣ । ନଦୀରେ ଗାଧୋଇବା ବେଳେ ୨ ନାବାଳକ ନିଖୋଜ । ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଜାରି ରହିଛି । ଜଳେଶ୍ବର ଥାନା ଶେଖବାଡ଼ ନିକଟରେ ଘଟିଛି ଅଭାବନୀୟ ଘଟଣା ।…

‘ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୬’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଏବଂ ବ୍ୟାପକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାର ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ନେଇ ଆଜି ରାଜଧାନୀ ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ…

ଓଲଟିଲା ସ୍କୁଲ ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ୧୫ ଛାତ୍ରଛାତ୍ରୀ

ଯାଜପୁର: ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଭ୍ୟାନ୍ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୫ ଛାତ୍ରଛାତ୍ରୀ । ଯାଜପୁର ଜିଲ୍ଲା ଧାନମଣ୍ଡଳ ସ୍ଥିତ ଏକ ପବ୍ଲିକ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବା…

ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ, କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ୱର : ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ । କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା । ​ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ ହେଲା ଜଟଣୀ ପୋଲିସ । ହଷ୍ଟେଲ ଖାଦ୍ୟରୁ ପୋକ ବାହାରିବା ଘଟଣାକୁ କେନ୍ଦ୍ର କରି ଜଟଣୀସ୍ଥିତ ଏକ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର : ଓଡ଼ିଶାରେ ଡି. ପୁରନ୍ଦେଶ୍ୱରୀ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ତାଙ୍କ ସହ ଆସିଛନ୍ତି ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ । ଦାୟିତ୍ୱ ମିଳିବା ପରେ ଉଭୟଙ୍କ…

ନୟାପଲ୍ଲୀ ଦୁଷ୍କର୍ମ ଘଟଣା: ଖସିବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ଏନକାଉଣ୍ଟର

ଭୁବନେଶ୍ବର: ନୟାପଲ୍ଲୀ ଦୁଷ୍କର୍ମ ଘଟଣାରେ ଧରାପଡିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୋଲିସ । ପୋଲିସକୁ ଚକମା ଦେଇ ଖସିବାକୁ ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର କଲା ପୋଲିସ । ପୋଲିସ କବଳରୁ ଖସିବା ପାଇଁ ଫାୟାର କରିଥିଲା ଅଭିଯୁକ୍ତ…

ନନ୍ଦନକାନନରେ ସାମିଲ ୧୧ଟି ଭିନ୍ନ ପ୍ରଜାତିର ୩୬ ପଶୁପକ୍ଷୀ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ନୂଆ ଆକର୍ଷଣ ଯୋଡ଼ିବା ଉଦ୍ଦେଶ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୧ଟି ଭିନ୍ନ ପ୍ରଜାତିର ୩୬ଟି ପଶୁପକ୍ଷୀଙ୍କୁ ସାମିଲ କରାଯାଇଛି।ଅଧିକାରୀମାନେ କହିଛନ୍ତି ଯେ, ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଅକ୍ଟୋବର ୩ ତାରିଖ ଦିନ ଏହି ନୂଆ…

ଖୁଦୁରୁକୁଣୀ ଭସାଣି ବେଳେ ବିରୋଧ କରିବାରୁ ଏସ୍‌ଆଇଙ୍କୁ ଆକ୍ରମଣ

ହାଟଡିହୀ: ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ। କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ…

ପରିତ୍ୟକ୍ତ କାର୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ରାଉରକେଲା: ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ବିଜୁ ଏକ୍ସପ୍ରେସ୍‌ ୱେ ଭଜପୁର ନିକଟ ସର୍ଭିସ୍‌ ରୋଡ୍‌ରୁ ଏକ କାର୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକ ପରିତ୍ୟକ୍ତ କାର୍ ଭିତରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତଦେହ ରହସ୍ୟଜନକ…

ଧାନ କ୍ଷେତରେ ଘାସମରା ଔଷଧ ପକାଇ ଫସଲ ନଷ୍ଟ କଲେ ଦୁର୍ବୃତ୍ତ

କାମାକ୍ଷାନଗର : ଧାନକ୍ଷେତରେ ହସୁଥିଲା ସୁନାର ଫସଲ। ଆଉ କିଛି ଦିନ ପରେ ଅମଳ ହୋଇଥାଆନ୍ତା। ଚାଷୀ ବର୍ଷକ ପରିଶ୍ରମର ଫଳ ପାଇବାର ଆଶା ରଖିଥିଲେ। ହେଲେ, ରାତିର ଅନ୍ଧାରରେ କୌଣସି ଦୁର୍ବୃତ୍ତ ଫଳନ୍ତି ଜମିରେ ଘାସମରା ଔଷଧ ପକାଇଦେଇଛନ୍ତି। ସୂଚନାନୁସାରେ,…