Category: ଅପରାଧ

ରାଜନୈତିକ ଶତ୍ରୁତାରୁ ଗାଁରେ ଫୁଟିଲା ବୋମା, ବୁଲିଲା ଖଣ୍ଡା; ୫ ଗୁରୁତର

ଆଠଗଡ: ନିର୍ବାଚନ ସରିବାର ଦୀର୍ଘ ଦିନ ପରେ ବି ଥମିନି ତାତି। ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିବା ବେଳେ ଗାଁରେ ଫୁଟିଲା ବୋମା, ବୁଲିଲା ଖଣ୍ଡା। ନିର୍ବାଚନୀ ରାଗ ଶୁଝାଇବାକୁ ଯାଇ ଗାଁର କିଛି ଯୁବକ ଏକ…

ଶିମିଳିପାଳରେ ମାଳ ମାଳ ଶିକାରୀ; ୨୧ ଗିରଫ, ୧୬୫ ବନ୍ଧୁକ ଜବତ

ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ । ବନ୍ଧୁକ ମୁନରେ ଅବାଧରେ ଚାଲିଛି ବନ୍ୟା ପ୍ରାଣୀ ଶିକାର। ଆଉ ଏହାକୁ ବିରୋଧ କରୁଥିବା ତଥା ପାଟ୍ରୋଲିଂକୁ କଡ଼ାକଡ଼ି କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ଦ୍ଦାନ୍ତ ଶିକାରୀ। ଏଥିପାଇଁ ଗତ…

ଫିରିଙ୍ଗିଆ ଥାନା ପୋଡି ଘଟଣା: ବନ୍ଧା ହେଲେ ଆଉ ୨, ୨୧ରେ ପହଞ୍ଚିଲା ଗିରଫ ସଂଖ୍ୟା

କକନ୍ଧମାଳ : କନ୍ଧମାଳ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଆଉ ୨ ଜଣ ଗିରଫ । ଟିକାବାଲି ଅଞ୍ଚଳରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ମୋଟ ଗିରଫଙ୍କ ସଂଖ୍ୟା ୨୧କୁ ବୃଦ୍ଧି ହୋଇଛି ।…

ବନ୍ଧା ହେଲେ ଶିକାରୀ ବାପଝିଅ; ଘରୁ ମିଳିଲା ଦେଶୀ ବନ୍ଧୁକ ଓ ବଜ୍ରକାପ୍ତା କାତି

ବୌଦ୍ଧ: ଶିକାରୀ ବାପଝିଅ ଗିରଫ। ଦେଶୀ ବନ୍ଧୁକ, ଟାଙ୍ଗିଆ ସମେତ ଶୀକାରରେ ବ୍ୟବହୃତ ବହୁ ସାମଗ୍ରୀ ଜବତ । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କୁ ଗିରଫ…

ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି: ୪ ଛାତ୍ରୀଙ୍କୁ ଶୌଚାଳୟରେ ପକାଇ ଦେଲେ ତାଲା

କଣ୍ଟାବାଞ୍ଜି: ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି । ସ୍କୁଲରେ ପଶି ଶୌଚାଳୟରେ ୪ ଛାତ୍ରୀଙ୍କୁ ତାଲା ପକାଇଦେଲେ । କଣ୍ଟାବାଞ୍ଜି ଥାନା ବୁରୋମାଲ ହାଇସ୍କୁଲ ରୁ ଏଭଳି ଅଭିଯୋଗ ଆସିଛି । ସଭାପତି ଜଣକ ଏମିତି କାହିଁକି କଲେ କାରଣ…

୧୧୦ ଗ୍ରାମର ବ୍ରାଉନସୁଗାର ଜବତ ଜଣେ ଗିରଫ

ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକର ବାହାନଗା ବଜାର ଗଳା ପୋଲ ତଳୁ ମଙ୍ଗଳବାର ଅବକାରୀ ବିଭାଗ ଦ୍ଵାରା ୧୧୦ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ବ୍ୟବହାର ହେଉ ଥିବା ଏକ ବୁଲେଟ ମଟର ସାଇକେଲ ସହ ଜଣକୁ ଗିରଫ…

କଟକରେ ଫୁଟିଲା ଗୁଳି, ଜଣେ ମୃତ

କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଫୁଟିଛି ଗୁଳି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚିନ୍ତାମଣି ସାହୁ। ସେ ଜଣେ ରାଜମିସ୍ତ୍ରୀ ଥିଲେ। ତାଙ୍କ ଘର ବାଙ୍କୀ ଅଞ୍ଚଳରେ। ଚିନ୍ତାମଣିଙ୍କୁ ତାଙ୍କର ଦୁଇ ଜଣ ସାଙ୍ଗ ହତ୍ୟା…

କ୍ରିପଟୋ ନାଁରେ ବଡ଼ ଠକେଇ ମାମଲା, ତିନି ଦିନିଆ ରିମାଣ୍ଡରେ ଆସିଲେ ଗୁରୁତେଜ ସିଂହ ଓ ନିରଦ ଦାସ

କ୍ରିପଟୋ ନାଁରେ ବଡ଼ ଠକେଇ ମାମଲାରେ ତିନି ଦିନିଆ ରିମାଣ୍ଡରେ ଗୁରୁତେଜ ସିଂହ ଓ ନିରଦ ଦାସ । ଉଭୟଂକୁ ଚୌଦ୍ବାର ଜେଲରୁ EOW ଅଫିସକୁ ଆଣି ପଚରାଉଚରା କରାଯାଉଛି । ଆଗକୁ ମୁହାଁମୁହିଁ ଜେରା କରିବ EOW। କୋଟି କୋଟି…

କଟକ ରୋଡରେ ଥିବା ଦୀପାଳି ବାର ଲଜର ୨୦୫ ନମ୍ବର ରୁମକୁ ସିଲ କଲା ପୋଲିସ

ଭୁବନେଶ୍ବର: କଟକ ରୋଡରେ ଥିବା ଦୀପାଳି ବାର ଲଜର ୨୦୫ନମ୍ବର ରୁମକୁ ସିଲ କଲା ପୋଲିସ । ଆଜି ଜେରା ହେବେ ଶୁଭଲକ୍ଷ୍ମୀଂକ ପୁରୁଷ ବଂଧୁ ଅନିଲ । ଦୀପାଳି ବାରରେ ଶୁଭଲକ୍ଷ୍ମୀ ସାହୁ ଡେଥ୍ ସସପେନ୍ସ ଉପରୁ କେବେ ହଟିବ…

ପୋଲିସକୁ ବନ୍ଧୁକ ଦେଖାଇ ଫେରାର ମାରୁଥିବା ୩ ଅଭିଯୁକ୍ତ ଗରିଫ

ସୁବର୍ଣ୍ଣପୁର: ପୋଲିସକୁ ବନ୍ଧୁକ ଦେଖାଇ ଫେରାର ମାରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଲା ସୋନପୁର ପୋଲିସ। ସୋମବାର ସନ୍ଧ୍ୟାରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ମନୁମୁଣ୍ଡା ପଟୁ ଆସୁଥିବା ଏକ ହୁଣ୍ଡାଇ ଭର୍ଣ୍ଣା କାରକୁ ସନ୍ଦେହରେ ଅଟକାଇବାକୁ ଚେଷ୍ଟା…