Category: ଅପରାଧ

ଡାକ୍ତରଖାନାରୁ ଗାଏବ ମହିଳା SI, ବିଷ ପିଇ ମେଡିକାଲ ହୋଇଥିଲେ ଭର୍ତ୍ତି

ବଲାଙ୍ଗିର: ବଏଫ୍ରେଣ୍ଡ ପାଇଁ ବିଷ ପିଇ ଚର୍ଚ୍ଚାକୁ ଆସିଥିବା ପୋଲିସ ଏସଆଇ କୁଆଡେ ଗଲେ? କୌଣସି ଏକ ମେଡିକାଲରେ ଚିକିତ୍ସିତ ହେଉଥିବା କୁହାଯାଉଛି । ଏନେଇ ବଲାଙ୍ଗିର SDPO ତୋଫାନ ବାଗ କହିଛନ୍ତି , ଏସଆଇଙ୍କ ବ୍ୟକ୍ତିଗତ ସମସ୍ୟା ନେଇ ଏପରି…

୫୦ କେଜିର ଗଞ୍ଜେଇ ଜବତ ସହ ଜଣେ ଗିରଫ

ଯାଜପୁର: ଦିନକୁ ଦିନ ବଢିଚାଲିଛି ଗଞ୍ଜେଇ କାରବାର। ଯାଜପୁରରୁ କୋଲକାତା ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ୫୦ କେଜିର ଗଞ୍ଜେଇ ଜବତ ସହ ଜଣେ ଗିରଫ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା…

ଭିଜିଲାନ୍ସ ଜାଲରେ ବଲାଙ୍ଗିର ବିଇଓ ଅଫିସ ଆକାଉଣ୍ଟାଣ୍ଟ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବିଇଓ ଅଫିସ ଆକାଉଣ୍ଟାଣ୍ଟ । ପେନସନ ପାଇଁ ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ଆଜି ଲାଞ୍ଚ ନେବା…

ପୁରୀ ଟାଉନ୍‌ରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପୁରୀ ଟାଉନ୍‌ରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସର ଏନ୍‌କାଉଣ୍ଟର। ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ୱର ଜଙ୍ଗଲରେ ଏନ୍‌କାଉଣ୍ଟର ହୋଇଛି। ପୁଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ଆହତ ହୋଇଛି। ପିନୁର ବାମ ଗୋଡ଼ରେ ବାଜିଛି ଗୁଳି। ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ବିଦ୍ୟାଳୟ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସିଆଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ସିଆଳିଆ ଗାଁର ରାକେଶ ପରିଡ଼ା (୧୯)। ଆଜି ସକାଳ ୧୦ଟା ବେଳେ ପ୍ରଧାନ…

ଟ୍ରକ୍‌କୁ ଓଭରଟେକ୍ ବେଳେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ

ଟ୍ରକ୍‌କୁ ଓଭରଟେକ୍ କରିବା ପଡ଼ିଲା ମହଙ୍ଗା। ଚାଲିଗଲା ଦୁଇ ବାଇକ୍‌ ଆରୋହୀଙ୍କ ଜୀବନ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁ ନିକଟରେ। ମୃତକ ଦୁଇ ଜଣ ହେଲେ ସୋରଡା ନୂଆଗଡ ଗାଁର ରିଙ୍କୁ ନାୟକ ଓ ରାହୁଲ…

ବିବାହିତାଙ୍କୁ ପ୍ରେମ କରି ଫସିଲେ ଯୁବକ, ବନ୍ଦ କୋଠରୀରୁ ଉଦ୍ଧାର ହେଲେ ପ୍ରେମୀ ଯୁଗଳ

ବଲାଙ୍ଗିର=: ବିବାହିତ ମହିଳାଙ୍କୁ ପ୍ରେମ କରି ଫସିଲେ ଯୁବକ । ବନ୍ଦ କୋଠରୀରୁ ଉଦ୍ଧାର ହେଲେ ଯୁବକ ଯୁବତୀ । ଉଭୟଙ୍କୁ ଉଦ୍ଧାର କରି ଲୋଇସିଙ୍ଗା ଥାନାରେ ଅଟକ ରଖିଛି ପୋଲିସ । ସେପଟେ ମହିଳାଙ୍କୁ ଗ୍ରହଣ କରୁନାହାନ୍ତି ପରିବାର ଲୋକେ।…

ଗୃହ ସଚିବ ଓ ଡିଜିପିଙ୍କୁ ରିପୋର୍ଟ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

ଅନୁଗୁଳ : ଅନୁଗୁଳରେ ମହିଳା ହୋମଗାର୍ଡଙ୍କୁ DIGଙ୍କ ପତ୍ନୀ ନିର୍ଯାତନା ଅଭିଯୋଗ ଘଟଣା । ମାମଲାର ଶୁଣାଣି କରି ଗୃହ ସଚିବ ଓ ଡିଜିପିଙ୍କୁ ନୋଟିସ୍ । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ…

ମଦ ପିଇ ନିଶାରେ ଚୁର୍ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍‌, ଟ୍ରେନ ଆସିବା ପୂର୍ବରୁ ଫାଟକ ପକାଇଲେ ସ୍ଥାନୀୟ ଲୋକ

ଜଳେଶ୍ୱର: ମଦ ପିଇ ନିଶାରେ ଚୁର୍ ରେଳ ଫାଟକ ଜଗୁଆଳି । ଫାଟକ ପକାଇଲେ ସ୍ଥାନୀୟ ଲୋକ। ବାଲେଶ୍ବର ଜିଲ୍ଲା ନାରଙ୍ଗାବାଜ ରେଳଫାଟକର କାର୍ଯ୍ୟରତ ଗେଟ୍ କିପର ମଦ ନିଶାରେ ଚୁର୍ ହୋଇ ପଡିଥିଲେ। ସ୍ଥାନୀୟ ଲୋକ ଆସି ଫାଟକ ପକାଇବାରୁ…

ଠକ କାହ୍ନୁ ଚରଣ ପ୍ରଧାନର ସବୁ ରହସ୍ୟ ଉପରୁ ହଟିଲା ପରଦା

ଭୁବନେଶ୍ୱର:ଠକ କାହ୍ନୁ ଚରଣ ପ୍ରଧାନର ଗୁମର ଖୋଲିଲା ପୋଲିସ । ସାମ୍ନାକୁ ଆଣିଲା ତାର କଳା କାରନାମାର କାହାଣୀ । ପରିଚୟ ବଦଳାଇ କାହାକୁ କେମିତି ଠକୁଥିଲା ସବୁ ରହସ୍ୟ ଉପରୁ ପରଦା ହଟିଲା । ଗିରଫ ହେବାର ୪ ଦିନ…