ଟିଏମସି ସାଂସଦ ବାପି ହଲଦରଙ୍କ ଅଫିସ ଭାଙ୍ଗିଲେ ଉତ୍ତ୍ୟକ୍ତ ଜନତା
କୋଲକତା : ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କୁ ଟାର୍ଗେଟ କରାଯାଉଛି । ଦକ୍ଷିଣ ୨୪ ପ୍ରଗଣା ଜିଲ୍ଳାର ମଥୁରାପୁରରେ ଟିଏମସି ସାଂସଦ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ କରିଛନ୍ତି । ଏହାପରେ ସମଗ୍ର ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିଲା ।…