Author: iodishaadmin

ସିଲିଣ୍ଡର ଫାଟି ଭୁଶୁଡି ପଡିଲା କୋଠା, ଚାପି ହୋଇଗଲେ ୬ ଲୋକ

ନୂଆଦିଲ୍ଲୀ : ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ପରେ ଏକ ବିଲିଡିଂ ସଂପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ବିଲିଡିଂ ଭୁଶୁଡିବା ଯୋଗୁଁ ଏହା ତଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ଘଟଣା ବିଷୟରେ ସୂଚନା ମିଳିବା ପରେ…

ଆମେରିକାରେ ଅବୈଧ ଭାବେ ରହୁଥିବା ୩୦ ଭାରତୀୟ ଟ୍ରକ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ : ଆମେରିକୀୟ ଏଜେନ୍ସୀ ଅବୈଧ ଭାବେ ରହୁଥିବା ୩୦ରୁ ଅଧିକ ଭାରତୀୟଙ୍କ ଗିରଫ କରିଛି । ଏମାନେ ବେଆଇନ ଭାବେ ରହି ବ୍ୟବସାୟିକ ଟ୍ରକ୍ ଚଲାଉଥିଲେ । ଆମେରିକା ଫେଡେରାଲ୍ ଏଜେନ୍ସି ପକ୍ଷରୁ ଚଲାଇଯାଇଥିବା ଏକ ବଡ଼ ଧରଣର ସ୍ୱତନ୍ତ୍ର…

ଦ୍ୱାଦଶ ଶ୍ରେଣୀ ଖାତା ଯାଞ୍ଚ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ, ଖୋଲିଲା CBSE Re-evaluation ପୋର୍ଟାଲ୍

ନୂଆଦିଲ୍ଲୀ: CBSE ଦ୍ୱାଦଶ ଶ୍ରେଣୀ ଖାତା ଯାଞ୍ଚ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ! । CBSE ଖାତା ଯାଞ୍ଚ ପୋର୍ଟାଲ୍ ଖୋଲିଲା । ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଦିନେ ବିଳମ୍ବ ପରେ ଶେଷରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ- CBSE ଦ୍ୱାଦଶ…

୯୪ ଟି ରାଫେଲ ଜେଟ୍ ତିଆରି କରିବ ଭାରତ, ଚୁକ୍ତି ପାଇଁ ଫ୍ରାନ୍ସକୁ ଚିଠି

ନୂଆଦିଲ୍ଲୀ : ମେକ୍ ଇନ୍ ଇଣ୍ଡିଆକୁ ବଡ଼ ପ୍ରୋତ୍ସାହନ ମିଳିବାକୁ ଯାଉଛି । ଏବେ ଭାରତରେ ଫାଇଟର ଜେଟ୍ ତିଆରି ହେବାକୁ ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ଆଲୋଚନା ପରେ ଭାରତ ସରକାର ୩.୨୫ ଲକ୍ଷ କୋଟି ଟଙ୍କାର ଚୁକ୍ତି…

ଇସ୍ରାଏଲ୍-ହିଜବୁଲ୍ଲା ମଧ୍ୟରେ ହେବ ଯୁଦ୍ଧବିରତି, ଘୋଷଣା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବଡ଼ ଘୋଷଣା । ଇସ୍ରାଏଲ୍-ହିଜବୁଲ୍ଲା ମଧ୍ୟରେ ହେବ ଯୁଦ୍ଧବିରତି । ବନ୍ଦ ହେବ ଗୁଳିବିନିମୟ । ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ସଂଘର୍ଷ ମଧ୍ୟରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଗତକାଲି ଇସ୍ରାଏଲ୍ ଓ ଲେବାନନର ସଂଗଠନ ହିଜବୁଲ୍ଲା…

ଅଟୋ ସହ ୩୦୦ ଏସକଫ ସିରଫ ଜବତ, ଅଭିଯୁକ୍ତ ଗିରଫ

ପୁରୀ : ପୁରୀ କୁମ୍ଭାରପଡା ଥାନା ପୁଲିସ ବସଷ୍ଟାଣ୍ଡ ପରିସରରୁ ଏକ ଅଟୋ ସହ ବିପୁଳ ପରିମାଣର ନିଶା ଔଷଧ ଏସକଫ ସିରଫ ଜବତ କରିଛି । ଏହା ସହ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ବଳିଆପଣ୍ଡା ଦାମୋଦର…

କଲେଜ କ୍ୟାମ୍ପସରୁ ଛାତ୍ରଙ୍କୁ ଅପହରଣ, ୪ ଗିରଫ

ଭୁବନେଶ୍ୱର : ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରୁ ଜଣେ ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଦୁଇଜଣ ଛାତ୍ରଙ୍କ ସମେତ ଚାରିଜଣ ଅପହରଣ କରି ନେଇଥିଲେ। ଅଭିଯୋଗକୁ ଭିତ୍ତିକରି ଭରତପୁର ପୁଲିସ ମାତ୍ର ଦୁଇଘଣ୍ଟାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ…

ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଜଳଖିଆ ଖର୍ଚ୍ଚ ବଢିଲା । ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଏଣିକି ଦୈନିକ ସେମାନଙ୍କୁ ୧୮ ଟଙ୍କାର ଖାଦ୍ୟ ମିଳିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ରାଜ୍ୟରେ…

୫ ଦିନରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର : ସଉଦା କିଣିବାକୁ ଆସି ପାଞ୍ଚଦିନ ତଳୁ ନିଖୋଜ ହୋଇଥିବା ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ନିଖୋଜ ମହିଳା ଜଣକ ପରଜଙ୍ଗ ଥାନା ତୁଳସୀପଶି ଗାଁର ପାଞ୍ଚାଳୀ ନାଏକ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ ପାଞ୍ଚାଳୀ ଆଜିକୁ…

ପାଣି ପିଇବାକୁ ଯାଇ ପୋଖରୀରେ ଫସିଗଲା ହାତୀ ଛୁଆ, ଉଦ୍ଧାର କଲା ବନବିଭାଗ

ଅନୁଗୋଳ : ପାଣି ପିଇବାକୁ ଯାଇ ଫସିଗଲା ହାତୀ ଛୁଆ । ଛୁଆକୁ ଉଦ୍ଧାର ପାଇଁ ଯାଇଥିବା ଜେସିବିକୁ ଆକ୍ରମଣ କଲା ମାଆ ହାତୀ । ଶେଷରେ ଦେଢ଼ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ଛୁଆ । ଏହି ଘଟଣା…