ତାରିକ ରେହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେନି ନରେନ୍ଦ୍ର ମୋଦୀ !
ନୂଆଦିଲ୍ଲୀ: ବାଂଲାଦେଶରେ ବିଏନପି ବିପୁଳ ସଂଖ୍ୟାଗରିଷ୍ଠତା ସହିତ ବିଜୟୀ ହୋଇଛି। ତାରିକ ରେହମାନ ଫେବୃଆରୀ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ୧୩ ଟି ଦେଶର ନେତାଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି।…