Author: iodishaadmin

SIR କାର୍ଯ୍ୟଭାର ସହି ନପାରି ଜୀବନ ହାରିଲେ BLO

ବୌଦ୍ଧ: ବୌଦ୍ଧ SIR କାର୍ଯ୍ୟଭାର ସହି ନପାରି ଜୀବନ ହାରିଲେଜୀବନ BLO । ଚାପଗ୍ରସ୍ତ ହୋଇ ବିଷ ପାନ କରି ଜୀବନ ହାରିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତକ ଡ଼ିମିରିଖୋଲ…

ଆମ୍ବୁଲାନ୍ସରୁ ଅକ୍ସିଜେନ ସରିଯିବାରୁ ବାଟରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ମେଡିକାଲ ଆଗରେ ଉତ୍ତେଜନା

ଅନୁଗୁଳ: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ରୋଗୀଙ୍କୁ କଟକ ସ୍ଥାନାନ୍ତର ବେଳେ ଅକ୍ସିଜେନ ସରିଯିବାରୁ ମୃତ୍ୟୁ ଅଭିଯୋଗ ହୋଇଛି । କ୍ଷତିପୂରଣ ଦାବିରେ ମେଡିକାଲ ସାମ୍ନାରେ ପରିବାରଲୋକ ଉତ୍ତେଜନା କରିଛନ୍ତି । ଅନୁଗୁଳର ଏକ ଘରୋଇ ହସ୍ପିଟାଲର ଚିକିତ୍ସା ଅବହେଳାରୁ…

ଶିବ ବିବାହ ରୋଷଣୀରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

କାମାକ୍ଷାନଗର : ଶିବ ବିବାହ ରୋଷଣୀରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଧର୍ମେନ୍ଦ୍ର ସାହୁ ଙ୍କୁ କେହି ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।…

ଯୁବକଙ୍କୁ ପଥରରେ ଛେଚି ହତ୍ୟା, ପୋଖରୀ ହୁଡ଼ାରୁ ମୃତଦେହ ଉଦ୍ଧାର

ବାଂଶପାଳ : ପଥରରେ ଛେଚି ହତ୍ୟା ସନ୍ଦେହ । କେନ୍ଦୁଝର ଜିଲ୍ଲା ସଦର ଥାନା ଆମୁଣି ଭରାଳି ସାହିର ଶ୍ରୀକାନ୍ତ ମହାକୁଡ଼ଙ୍କୁ ଦୁର୍ବୃତ୍ତଙ୍କ ହତ୍ୟା ଅଭିଯୋଗ । ଆଜି ସକାଳୁ ଗାଁ ପୋଖରୀକୁ ଶୌଚ ହେବାକୁ ଆସିଥିବା ବେଳେ ଘଟିଛି ଘଟଣା…

ADG ଦୟାଲ ଗଙ୍ଗୱାର ନିଲମ୍ବିତ, ଘରେ ୮ ଜଣ ଜିଆରପି କର୍ମଚାରୀଙ୍କୁ ରଖି କାମ କରାଉଥିଲେ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗାଙ୍ଗୱାରଙ୍କୁ ତୁରନ୍ତ ନିଲମ୍ବିତ ବା ସସପେଣ୍ଡ କରାଯାଇଛି । ପୂର୍ବତନ ଏଡିଜିପି ରେଳବାଇ ଓ ମୁଖ୍ୟାଳୟ ତଥା ବର୍ତ୍ତମାନର ଗୃହ…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ୩୨ଟି ଦାମୀ ପ୍ଲଟ୍ ଓ ୨ଟି ଫାର୍ମହାଉସ ଠାବ

ଜୟପୁର : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି…

ଖରାପ ପାଗ ଯୋଗୁଁଁ ରାଇରଙ୍ଗପୁରରେ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିର୍ଦ୍ଧାରିତ ସମୟର ପ୍ରାୟ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ମହାମହିମ। ପ୍ରତିକୂଳ ପାଗ ଯୋଗୁଁଁ ଆକାଶ ବଦଳରେ ସଡକ ପଥରେ ଆସି ପହଞ୍ଚିଲେ।ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ପଶ୍ଚିମବଙ୍ଗ…

+୩ ସିଟ୍ ସଂଖ୍ୟା ବଢାଇଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଯୁକ୍ତ ୩ (UG) ସିଟ୍ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ବିଭିନ୍ନ କଲେଜରେ ମୋଟ ୧୦ ହଜାର ୩୭୨ ଅତିରିକ୍ତ ସିଟ ବୃଦ୍ଧି କରାଯାଇଛି । ଷ୍ଟେଟ୍ ପବ୍ଲିକ ୟୁନିଭର୍ସିଟିଗୁଡ଼ିକରେ ୧୨୧୬ ସିଟ ବଢ଼ାଯାଇଥିବା ବିଭାଗ ପକ୍ଷରୁ…

ପ୍ରଖର ଖରା ଯୋଗୁଁ ମହାପ୍ରଭୁଙ୍କ ତିନି ରଥର ବିଭିନ୍ନ ଅଂଶରେ ଫାଟ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ରଥଖଳାରେ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଥିବା ବେଳେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ପ୍ରଖର ଖରା ଯୋଗୁଁ ମହାପ୍ରଭୁଙ୍କ ତିନି ରଥର…

ପାଠ୍ୟପୁସ୍ତକ ତ୍ରୁଟି, ତଦନ୍ତ ଆରମ୍ଭ

ଭୁବନେଶ୍ୱର: ପିଲାଙ୍କ ବହିରେ ଭୁଲକୁ ନେଇ ତନାଘନା ଆରମ୍ଭ। ଏନେଇ ଲୋକସେବା ଭବନରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟି ଏହାର ତନାଘନା ଆରମ୍ଭ କରିଛନ୍ତି। କେଉଁ ସ୍ତରରେ…