Category: ଦେଶ-ବିଦେଶ

ଜେଲରୁ ଗଡକରୀଙ୍କ ଅଫିସକୁ ଆସିଲା ଧମକପୂର୍ଣ୍ଣ କଲ୍‌, ମାଗିଲା ୧୦ କୋଟିର ବଟି

ନୂଆଦିଲ୍ଲୀ : ପୁଣିଥରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କ ଅଫିସକୁ ଆସିଛି ଧମକପୂର୍ଣ୍ଣ କଲ। କର୍ଣ୍ଣାଟକାର ବେଲାଗାଭି ଜେଲରେ ରହିଥିବା ଜୟେଶ ପୂଜାରୀ ଏପରି କଲ କରିବା ସହ ବଟି ଦେବାକୁ କହିଛି। ପୂର୍ବରୁ ସେ ଜାନୁଆରୀ…

ନକଲି ରେଡ୍‌ରେ ସାମିଲ ଥିବା ୩ ଜଣ ଜିଏସ୍‌ଟି ଇନ୍ସପେକ୍ଟର ଚାକିରିରୁ ବିଦା

ମୁମ୍ବାଇ : ମହାରାଷ୍ଟ୍ରରେ ଘଟିଛି ବଡ଼ ଘଟଣା। ରାଜ୍ୟର ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ବିଭାଗର ମୁଖ୍ୟ ରାଜୀବ ମିତ୍ତଳ ବଡ଼ ପଦକ୍ଷେପ ନେଇଛନ୍ତି। ସେ ନକଲି ରେଡ୍‌ରେ ସାମିଲ ଥିବା ୩ ଜଣ ଜିଏସ୍‌ଟି ଇନ୍ସପେକ୍ଟରକୁ ଚାକିରିରୁ ବିଦା…

୪ ବିଚାରପତିଙ୍କୁ ପଦୋନ୍ନତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଆଜି କଲେଜିୟମ ବଡ଼ ସୁପାରିସ କରିଛନ୍ତି। ୪ ଜଣ ଜିଲ୍ଲା ଜଜଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମ…

ଭାରତୀୟ ହାଇକମିଶନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଲଣ୍ଡନ : ଭାରତ ସରକାର ଯେସାକୁ ତେସା ନୀତି ଆପଣାଇବାରୁ ସମାନ୍ୟ ପଛ ଘୁଞ୍ଚା ଦେଇଛି ବ୍ରିଟେନ। ବିଚ୍ଛନ୍ନତାବାଦୀ ନେତା ଅମ୍ରିତପାଲ ସିଂହ ସପକ୍ଷରେ କିଛି ଲୋକ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନ ଆଗରେ ବିକ୍ଷୋଭ କରିବାକୁ ଯୋଜନା କରୁଥିବା ବେଳେ…

ବିଶ୍ବର ଦୁଃଖୀ ଦେଶମାନଙ୍କ ମଧ୍ୟରେ ଭାରତ ; ଶ୍ରୀଲଙ୍କା, ୟୁକ୍ରେନ ଲୋକଙ୍କଠାରୁ ବି ଭାରତୀୟମାନେ ଦୁଃଖି : ଜାତିସଂଘ ରିପୋର୍ଟ

ନୂଆଦିଲ୍ଲୀ : ସୋମବାର ବିଶ୍ବ ସୁଖୀ ଦିବସ ଉପଲକ୍ଷେ ପ୍ରକାଶିତ ବିଶ୍ବ ସୁଖୀ ସୂଚକାଙ୍କରେ ଦର୍ଶାଯାଇଛି ଯେ ଫିନଲ୍ୟାଣ୍ଡ ହେଉଛି ପୃଥିବୀର ସବୁଠାରୁ ସୁଖୀ ଦେଶ । ୨ୟ ସ୍ଥାନରେ ରହିଛନ୍ତି ଡେନମାର୍କ ଓ ୩ୟ ସ୍ଥାନରେ ରହିଛି ଆଇସଲାଣ୍ଡ ।…

ଦିଲ୍ଲୀ ମଦ ନୀତି ମାମଲାରେ ଜେରା ପାଇଁ ‘ଇଡି’ରେ ହାଜର ହେଲେ ‘କେସିଆର୍‌’ଙ୍କ ଝିଅ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହିତ ଜଡ଼ିତ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଜେରା ନିମନ୍ତେ ‘ବିଆର୍‌ଏସ୍‌’ ନେତ୍ରୀ କେ. କବିତା ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କାର୍ଯ୍ୟାଳୟରେ ହାଜର ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ତ‌େଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ.…

ନିଶା ନିବାରଣ କେନ୍ଦ୍ର ଓ ଗୁରୁଦ୍ବାରରେ ‘ମାନବ ବୋମା’ ପ୍ରସ୍ତୁତ କରୁଥିଲା ଅମୃତପାଲ୍

ଚଣ୍ଡିଗଡ଼: ଖଲିସ୍ତାନ ସମର୍ଥକ ପ୍ରଚାରକ ଅମୃତପାଲ ସିଂହ ସଂପର୍କରେ କେତେକ ଚାଞ୍ଚଲ୍ୟକର କଥା ଜାଣିବାକୁ ପାଇଛନ୍ତି ତଦନ୍ତକାରୀ ଦଳ । ସେ ଆଇଏସଆଇ ସଂପର୍କରେ ଥିଲା ଓ ସେଠାରୁ ଅସ୍ତ୍ରଶସ୍ତ୍ର ଓ ଅର୍ଥ ପାଉଥିଲା । ନିଶାମୁକ୍ତି କେନ୍ଦ୍ର ଓ ଗୁରୁଦ୍ୱାରକୁ…

ବିସ୍‌ଲେରି ଦାୟିତ୍ବ ସମ୍ଭାଳିବେ ଜୟନ୍ତୀ ଚୌହ୍ବାନ

ବେଙ୍ଗାଲୁରୁ: ମୃଦୁ ପାନୀୟ କଥା କହିଲେ ଲୋକମାନଙ୍କ ମନକୁ ଆସୁଥିବା ଲୋକପ୍ରିୟ ନାମ ହେଉଛି ବିସ୍‌ଲେରି। ଦେଶର କୋଣ ଅନୁକୋଣରେ ଏହା ପରିଚିତ। ଏତେ ପରିଚିତ ହୋଇଥିଲେ ମଧ୍ୟ ସେହି କଂପାନିକୁ ତାହାର ବର୍ତ୍ତମାନର ମାଲିକ ରମେଶ ଚୌହ୍ବାନ ସମ୍ଭାଳି ପାରୁନାହାନ୍ତି।…

ବଢ଼ିଲା ଅବଧି: ଅବକାରୀ ଦୁର୍ନୀତି ମାମଲାରେ ପୁଣି ଏପ୍ରିଲ ୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ସିସୋଦିଆ

ନୂଆଦିଲ୍ଲୀ: ବଢ଼ିଲା ଅବଧି। ଏପ୍ରିଲ ୩ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏପ୍ରିଲ ୩ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏବେ ଏପ୍ରିଲ ୩ପର୍ଯ୍ୟନ୍ତ ସିସୋଦିଆ ତିହାର…

ପଲିଥିନ୍ ବ୍ୟାଗରୁ ମିଳିଲା ଅଜଣା ମହିଳାଙ୍କ ଖପୁରୀ, କଟା ହାତ ଓ କଟା ପାପୁଲି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ସାଙ୍ଘାତିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଉଦ୍ଧାର ହୋଇଛି ଜଣେ ଅଜଣା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ଦୂର୍ଗନ୍ଧ ହେବାରୁ ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ। ସୁଚନା ଅନୁସାରେ ସରାୟ କାଲେ ଖାଁ ଅଞ୍ଚଳ…