Category: ଦେଶ-ବିଦେଶ

ଉଜ୍ଜ୍ୱଳା ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କାର ରିହାତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(ପିଏମୟୁୱାଇ)ର ହିତାଧିକାରୀଙ୍କୁ ବର୍ଷକୁ (୧୨ଟି ରିଫିଲ୍‌) ୧୪.୨ କିଲୋଗ୍ରାମର ଗୋଟିଏ ଲେଖାଏଁ ସିଲିଣ୍ଡର ଉପରେ ୨୦୦ ଟଙ୍କାର ରିଆତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଏହାକୁ…

କର୍ଣ୍ଣାଟକ ନିର୍ବାଚନରେ ଫାଇଦା ପାଇଁ କଂଗ୍ରେସ ଉଦ୍ୟମ କରୁଛି : ବିଜେପି

ନୂଆଦିଲ୍ଲୀ : ନିଜର ସାଂସଦ ପଦ ହରାଇବାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାରଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛନ୍ତି । କିନ୍ତୁ ବିଜେପି ମଧ୍ୟ ରାହୁଲଙ୍କୁ ତାଙ୍କ ଭାଷାରେ କଡ଼ା ଜବାବ ଦେଇଛି…

ସାମ୍ବାଦିକଙ୍କ ଉପରେ ବର୍ଷିଲେ ରାହୁଲ: ତୁମେ ବିଜେପି ପାଇଁ କାହିଁକି କାମ କରୁଛ, ଛାତିରେ ଲଗାଇଦିଅ ପଦ୍ମଫୁଲ ଚିହ୍ନ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ଆଜି ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରିଥିଲେ | ତେବେ ଏହି ସମୟରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଶୁଣି ସେ ରାଗିଯାଇଥିଲେ | ସାମ୍ବାଦିକ ସମ୍ମିଳନୀରେ…

ମୁଁ ଭୟଭୀତ ନୁହେଁ, ସତ୍ୟ ପାଇଁ ସଂଗ୍ରାମ ଜାରି ରଖିବି: ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ମୁଁ ଭୟଭୀତ ନୁହେଁ, ଅଯୋଗ୍ୟତାକୁ ଅଥବା ଜେଲ୍‌ ଯିବାକୁ ପରବାୟ କରେନା ବୋଲି ଶୁକ୍ରବାର ଦିନ ଲୋକସଭା ସଦସ୍ୟତା ପଦରୁ ଅଯୋଗ୍ୟ ‌ଘୋଷିତ ହେବା ପରେ ଆଜି ଡକାଇଥିବା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି। ସେ…

‘ଏକ ବିଶ୍ବ ଟି.ବି. ଶିଖର’ ମାଧ୍ୟମରେ ଭାରତ ଆଉ ଏକ ‘ବିଶ୍ବ କଲ୍ୟାଣ’ ପ୍ରତିଶ୍ରୁତି ପୂରଣ କରୁଛି: ପ୍ରଧାନମନ୍ତ୍ରୀ ମୋଦୀ

ବାରାଣସୀ: ‘ଏକ ବିଶ୍ବ ଟି.ବି. ଶିଖର’ ମାଧ୍ୟମରେ ଭାରତ ଆଉ ଏକ ‘ବିଶ୍ବ କଲ୍ୟାଣ’ ପ୍ରତିଶ୍ରୁତି ପୂରଣ କରୁଛି ବୋଲି ଆଜି ଉତ୍ତର ପ୍ରଦେଶର ବାରାଣସୀରେ ଅନୁଷ୍ଠିତ ‘ୱାନ୍‌ ୱାର୍ଲଡ୍‌ ଟିବି ସମିଟ୍’ରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ନିଜ ଫାଶରେ ନିଜେ ପଡ଼ିଲେ ରାହୁଳ

ନୂଆଦିଲ୍ଲୀ : ୨୦୧୯ର ଏକ ମାନହାନୀ ମକଦ୍ଦମାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷର ଜେଲ ଦଣ୍ଡ ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହୋଇଯାଇଛି । ତେବେ ଆଜି ଏହି ଘଟଣାକୁ ୧୦ ବର୍ଷ…

ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିବା ପୂର୍ଣ୍ଣେଶ ମୋଦୀ କିଏ ?

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ଚାଲିଯିବା ଆଜି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୧୯ରେ ସେ ଦେଇଥିବା ଏକ ବୟାନ ‘ସବୁ ମୋଦୀ ଚୋର କାହିଁକି’କୁ ନେଇ ତାଙ୍କ ବିରୋଧରେ…

ଦନ୍ତାହାତୀ ପାଇଁ ପ୍ରଥମ ଥର ରାତିରେ ଅଦାଲତ ଚଳାଇଲେ କେରଳ ହାଇକୋର୍ଟ

ତିରୁଅନନ୍ତପୁରମ୍‌: ବନ୍ୟପ୍ରାଣୀ ଅଧିକାର ସୁରକ୍ଷିତ କରିବା ଏବଂ ଗୋଠଖଣ୍ଡିଆ ଦୁଷ୍ଟ ଦନ୍ତାହାତୀ ‘ଅରିକୋମ୍ବନ୍‌’କୁ ଧରିବା ଅଭିଯାନ ମାର୍ଚ ୨୦ ତାରିଖ ପର୍ଯ୍ୟନ୍ତ ବାତିଲ କରିବା ନିମନ୍ତେ ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରିବା ଲାଗି ପ୍ରଥମ ଥର ପାଇଁ କେରଳ ହାଇକୋର୍ଟ ରାତିରେ…

ଏଣିକି ଏକ ଘଣ୍ଟାର ଯାତ୍ରା ୧୬ ମିନିଟରେ ହେବ ଶେଷ, ପ୍ରତି ଘଣ୍ଟାରେ ୬୦୦୦ଯାତ୍ରୀ କରି ପାରିବେ ଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବାରାଣସୀରେ ୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ଏକ ରୋପୱେ ବି ସାମିଲ ରହିଛି। ଏହି ରୋପୱେ ବାରାଣସୀ କ୍ୟାଣ୍ଟନମେଣ୍ଟ ଷ୍ଟେସନରୁ…

ଦିଲ୍ଲୀ ଦଙ୍ଗା ଘଟଣା: ତାହିର ହୁସେନଙ୍କ ନାଁରେ ହତ୍ୟା ଚାର୍ଜ ଫ୍ରେମ କଲେ କୋର୍ଟ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଦିଲ୍ଲୀ ଦଙ୍ଗା ଘଟଣାରେ କାରକରଡୁମା କୋର୍ଟ ଆଜି ଆପ୍‌ର ପୂର୍ବତନ ବିଧାୟକ ତାହିର ହୁସେନ ଓ ଅନ୍ୟ ୧୦ ଜଣଙ୍କ ନାଁରେ ହତ୍ୟା ଚାର୍ଜଗୁଡ଼ିକ ଫ୍ରେମ କରିଛନ୍ତି। ୨୦୨୦ ଦିଲ୍ଲୀ ଦଙ୍ଗା ବେଳେ ଆଇବି ଅଧିକାରୀ…