ଉଡ଼ନ୍ତା ବିମାନରେ ବିଗିଡ଼ିଗଲା ପାଇଲଟ୍ଙ୍କ ସ୍ବାସ୍ଥ୍ୟାବସ୍ଥା; କକ୍ପିଟ୍ ଭିତରକୁ ଯାଇ ଚାଳକଙ୍କ ଦାୟିତ୍ବ ତୁଲାଇଲେ ଯାତ୍ରୀ
ନୂଆଦିଲ୍ଳୀ: ଈଶ୍ବରଙ୍କ ଲୀଳା କେହି ବି ବୁଝିପାରନ୍ତି ନାହିଁ। ଏପରି ଅନେକ କହନ୍ତି- ସେ ଚାହିଁଲେ ନିମିଷକରେ ଜୀବନ ନେଇପାରନ୍ତି ଓ ସେ ଚାହିଁଲେ କେଉଁ ବି ଉପାୟରେ ଅନେକ ଜୀବନ ବଞ୍ଚାଇ ପାରନ୍ତି। ଏହାର ଏକ ଜ୍ବଳନ୍ତ ଉଦାହରଣ ଆମେ…