ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କଠାରୁ ୧କୋଟି ଟଙ୍କା ଜରିମାନା ଆଦାୟ କରି ଚର୍ଚ୍ଚାରେ ରୋଜାଲିନ
ନୂଆଦିଲ୍ଲୀ: ଚର୍ଚ୍ଚାରେ ରେଳ ଟିକେଟ ଚେକର ରୋଜାଲିନ ଆରୋକିଆ ମେରି। ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ୧କୋଟି ଟଙ୍କାର ଜରିମାନା ଆଦାୟ କରି ଏବେ ଚର୍ଚ୍ଚାରେ ଅଛନ୍ତି ରୋଜାଲିନ। ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର…