Author: iodishaadmin

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ନରସିଂହ

ଭୁବନେଶ୍ୱର: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି । ସ୍ଵରାଷ୍ଟ୍ର ବିଭାଗର ଖର୍ଚ୍ଚ ଦାବି ଦିନ ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଥିବା ଉତ୍ତରକୁ ନେଇ ଆଣିଛନ୍ତି ସ୍ୱାଧିକାର…

‘ପଦ୍ମଶ୍ରୀ’ ପୁରସ୍କାରପ୍ରାପ୍ତ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁରଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀଠାରେ ‘ପଦ୍ମଶ୍ରୀ’ ପୁରସ୍କାରପ୍ରାପ୍ତ କେନ୍ଦୁଝର ଜିଲ୍ଲାର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁରଙ୍କୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଓଡ଼ିଶାର…

ରାସ୍ତା ଅତିକ୍ରମ କରୁଥିବା ବେଳେ ଚଢ଼ିଗଲା ଟ୍ରକ୍‌

କଟକ : ରାସ୍ତା ଅତିକ୍ରମ କରୁଥିବା ବେଳେ ଚଢ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଣ୍ଟିଲୋ-ଖୋର୍ଦ୍ଧା ରାସ୍ତାରେ ଘଟିଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଉତ୍ତେଜନା ପ୍ରକାଶ ପାଇଥିଲା।…

ଓଡ଼ିଶା ସରକାରଙ୍କ ଆତିଥ୍ୟକୁ ଭୂରି ଭୂରି ପ୍ରଶଂସା କଲେ ମମତା

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଆତିଥ୍ୟକୁ ଭୂରି ଭୂରି ପ୍ରଶଂସା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କହିଲେ, ଓଡ଼ିଶାରେ ବହୁତ ଭଲ ଆତିଥ୍ୟ ଓ ଚର୍ଚ୍ଚା ମିଳିଲା, ପ୍ରଭୁ ଜଗନ୍ନାଥ ମନ୍ଦିରରେ ବହୁତ ଭଲ ଦର୍ଶନ ହେଲା, ଦାୟିତ୍ୱରେ ଥିବା…

ବେଲପାହାଡ ରେଳ ଷ୍ଟେସନରେ ଟ୍ରେନ ରହଣି ଦାବି

ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ରୋକ ଆନ୍ଦୋଳନରେ ଆଜି ବେଲପାହାଡ଼ ବନ୍ଦ। ସକାଳ ୭ଟାରୁ ଆରମ୍ଭ ହୋଇଛି ରେଳ ରୋକ ଆନ୍ଦୋଳନ। ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ ଏହି ରେଳ ରୋକ ଆନ୍ଦୋଳନ ଡାକରା ଦେଇଛି। ବେଲପାହାଡ ରେଳ ଷ୍ଟେସନରେ…

ଆନନ୍ଦ ଟପ୍ପୋ ହତ୍ୟା ଘଟଣା: ପୁଣି ହାଇକୋର୍ଟରେ ମାମଲା ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ ଦାବି କଲା ପରିବାର

କଟକ: ଆନନ୍ଦ ଟପ୍ପୋଙ୍କ ହତ୍ୟା ମାମଲାର ପୁନଃ ତଦନ୍ତ ତାଙ୍କ ପାଇଁ ପରିବାର ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିରପେକ୍ଷ ସଂସ୍ଥା ଦ୍ୱାରା ଏହି ହତ୍ୟା ଘଟଣାର ତଦନ୍ତ କରିବାକୁ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି…

ଆଜିଠୁ ରମଜାନ୍‌ ମାସ ଆରମ୍ଭ, କାଲି ପ୍ରଥମ ରୋଜା ରଖିବେ ମୁସଲମାନ୍‌ ଭାଇ ଭଉଣୀ

ଭୁବନେଶ୍ୱର: ଆଜିଠୁ ରମଜାନ୍‌ ମାସ ଆରମ୍ଭ। ଆସନ୍ତାକାଲି ପ୍ରଥମ ରୋଜା। ପ୍ରତିବର୍ଷ ଏହି ପବିତ୍ର ମାସକୁ ଅପେକ୍ଷା କରି ରହିଥାନ୍ତି ମୁସଲମାନ୍‌ ସଂପ୍ରଦାୟର ଭାଇ, ଭଉଣୀ। ୩୦ ଦିନ ଯାକ ସମସ୍ତେ କାଷ୍ଠା ଉପବାସ ରଖିଥାନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ସେୟରୀ ତଥା…

ଜେଲ୍ ଯିବେ ମଦୁଆ ଡ୍ରାଇଭର

ଭୁବନେଶ୍ୱର: ମଦୁଆ ଡ୍ରାଇଭରଙ୍କୁ ସାବାଡ ପାଇଁ ଆଜିଠୁ ବଡ ଅଭିଯାନ । ଆଜିଠାରୁ ସାରା ରାଜ୍ୟରେ ୩ ଦିନ ଧରି ଚାଲିବ ଚେକିଂ । ସୂଚନା ଦେଲେ ପରିବହନ ଏପଫୋର୍ସମେଣ୍ଟ ଅତିରିକ୍ତ କମିଶନର । ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ…

ଯୋଗାଣ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରୁ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ବର: ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ। ଧାନ କିଣା ବିକାରେ ଅନିୟମିତତା ନେଇ ପ୍ରତିବାଦ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ।…

କଫି କାଫେ ବାହାରେ ଚାଲିଛି ହନୁମାନ ଚାଳିଶା ଓ ଭଜନ

ଚଣ୍ଡୀଗଡ଼ : ବଦଳୁଛି ଯୁଗ ଆଉ ବଦଳୁଛି ଯୁବପିଢ଼ିଙ୍କ ପସନ୍ଦ। ଏବେ ଆଧୁନିକତା ଛାଡି ଆଧ୍ୟାତ୍ମିକ ଆଢ଼କୁ ଢ଼ଳୁଛନ୍ତି ଯୁବପିଢ଼ି। ଏଭଳି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି କଫି କାଫେ ବାହାରେ। ଏକ କଫି କାଫେ ବାହାରେ ମଜାମସ୍ତି କରିବା…