‘ଏକ ବିଶ୍ବ ଟି.ବି. ଶିଖର’ ମାଧ୍ୟମରେ ଭାରତ ଆଉ ଏକ ‘ବିଶ୍ବ କଲ୍ୟାଣ’ ପ୍ରତିଶ୍ରୁତି ପୂରଣ କରୁଛି: ପ୍ରଧାନମନ୍ତ୍ରୀ ମୋଦୀ
ବାରାଣସୀ: ‘ଏକ ବିଶ୍ବ ଟି.ବି. ଶିଖର’ ମାଧ୍ୟମରେ ଭାରତ ଆଉ ଏକ ‘ବିଶ୍ବ କଲ୍ୟାଣ’ ପ୍ରତିଶ୍ରୁତି ପୂରଣ କରୁଛି ବୋଲି ଆଜି ଉତ୍ତର ପ୍ରଦେଶର ବାରାଣସୀରେ ଅନୁଷ୍ଠିତ ‘ୱାନ୍ ୱାର୍ଲଡ୍ ଟିବି ସମିଟ୍’ରେ ଉଦ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…