Author: iodishaadmin

ରାଜନୀତିକୁ ଅଲବିଦା କହିବେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ !

ନୂଆଦିଲ୍ଲୀ : ପୁଣିଥରେ ରାଜନୀତିରୁ ଅବସର ନେବାର ସଙ୍କେତ ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ। ସେ ନିକଟରେ ଦେଇଥିବା ବୟାନରୁ ସ୍ପଷ୍ଟ ହେଉଛି ଯେ ଦଳର ହାଇକମାଣ୍ଡଙ୍କ ସହ ତାଙ୍କର ବିବାଦ ଚାଲିଛି ଓ ୨୦୨୪…

ଆଇପିଏଲ୍‌ରୁ ମୁହଁ ଫେରାଇଛନ୍ତି ପୁରୁଣା ପ୍ରାୟୋଜକ

ମୁମ୍ବାଇ : ଲମ୍ବା ସମୟ ଧରି ଚାଲୁଥିବା ଆଇପିଏଲ୍‌ରୁ ଅନେକ ପ୍ରାୟୋଜକ ମୁହଁ ଫେରାଇ ନେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବିଗତ ଦିନଗୁଡିକ୍କରେ ବିଜ୍ଞାପନଦାତା ତଥା ପ୍ରାୟୋଜକ ହୋଇଥିବା କିଛି ଇଣ୍ଟରନେଟ୍‌ ପ୍ରଦାନକାରୀ କମ୍ପାନିଙ୍କ ସହ ଷ୍ଟାର୍ଟଅପ୍‌ କମ୍ପାନିମାନେ ଏଥର ଆଇପିଏଲ୍‌ରୁ…

ଡିଡିୟୁ-ଜିକେୱାଇ ଅଧୀନରେ ଗ୍ରାମାଞ୍ଚଳରେ ୩୧୦୬୭ ଚାକିରି ସୃଷ୍ଟି ହେବ

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ୧୯ ଜଣ କ୍ୟାପ୍ଟିଭ୍ ନିଯୁକ୍ତିଦାତାଙ୍କ ସହ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିବେ। ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅଧୀନରେ ଗ୍ରାମାଞ୍ଚଳର ୩୧,୦୬୭ ଗରିବ…

‘ଅନ୍ତର୍ଜାତୀୟ ସୁରକ୍ଷା ପ୍ରଦାନକାରୀ ଭାବେ ଆମେରିକାର ସ୍ଥାନ ନେବାକୁ ଚାହୁଁଛି ଚୀନ’

ପୁଣେ: ଅନ୍ତର୍ଜାତୀୟ ସୁରକ୍ଷା ନେଟ୍‌ୱର୍କ ପ୍ରଦାନକାରୀ ଭାବେ ଆମେରିକାର ସ୍ଥାନ ଚୀନ ନେବାକୁ ଚାହୁଁଛି ବୋଲି ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ପୁଣେରେ ଆୟୋଜିତ ହୋଇଥିବା ଏକ ଦୁଇଦିନିଆ ରଣନୈତିକ ଆଲୋଚନାଚକ୍ରର ଉଦ୍‌ଘାଟନୀ ଅଧିବେଶନରେ…

ପଲାନିସ୍ୱାମୀ ହେଲେ ଏଆଇଏଡିଏମ୍‌କେର ସାଧାରଣ ସଂପାଦକ

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟ ପନିର୍‌ସେଲ୍‌ଭମ୍‌ (ଓପିଏସ୍)ଙ୍କ ଗୋଷ୍ଠୀ ପକ୍ଷରୁ ଦଳର ସାଧାରଣ ସଂପାଦକ ନିର୍ବାଚନ ଫଳାଫଳ ଉପରେ ରହିତାଦେଶ ଆବେଦନକୁ ଗ୍ରହଣ କରିବାକୁ ମନା କରିବା ପରେ ଏଡାପଡ୍ଡି କରୁପା ପଲାନିସ୍ୱାମୀ (ଇପିଏସ୍) ଏଆଇଏଡିଏମ୍‌କେର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି।…

ଉମେଶ ପାଲ ଅପହରଣ ଘଟଣାରେ ଅତୀକ ଅହମ୍ମଦକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଲଖନଉ: ଉମେଶ ପାଲ ଅପହରଣ ମାମଲାରେ ଆଜି ପ୍ରୟାଗରାଜର ଏମପି-ଏମଏଲଏ କୋର୍ଟ ମାଫିଆ ଅତୀକ ଅହମ୍ମଦ ସମେତ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଏହାର କିଛି ସମୟ ପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ…

ଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା

ନୂଆଦିଲ୍ଲୀ : ପୁଣି ଥରେ ବୃଦ୍ଧି ପାଇଛି ପାନ (ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର) ସହ ଆଧାର ଲିଙ୍କ୍ କରିବାର ସମୟସୀମା । ଏହି ସମୟସୀମାକୁ ଆସନ୍ତା ୨୦୨୩ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ…

ଖୁସି ଖବର: କର୍ମଚାରୀଙ୍କୁ ଏ ବର୍ଷ ମିଳିବ PFର ବର୍ଦ୍ଧିତ ସୁଧ !

ନୂଆଦିଲ୍ଲୀ : ଇପିଏଫ୍ ଖାତାଧାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀଙ୍କୁ ଏବର୍ଷ ମିଳିପାରେ ପିଏଫର ବର୍ଦ୍ଧିତ ସୁଧ। ମିଳିଥିବା ସୂଚନା ଅନୁସାରେ, କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫଓ ୨୦୨୨-୨୩ ପାଇଁ ଇପିଏଫ୍ ସୁଧରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ୮.୫…

ବଙ୍ଗଳା ଖାଲି କରିବା ପାଇଁ ଆସିଥିବା ନୋଟିସର ଜବାବ ଦେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସରକାରଙ୍କ ପକ୍ଷରୁ ବଙ୍ଗଳା ଖାଲି କରିବାକୁ ସୋମବାର ନୋଟିସ ମିଳିଥିଲା। ଏପ୍ରିଲ ୨୨ ସୁଦ୍ଧା ତାଙ୍କୁ ଘର ଖାଲି କରିବାକୁ ଆସିଥିବା ନୋଟିସର ଜବାବ…

ଆଖିବୁଜିଲା ଚିତା ‘ଶାଶା’

ନୂଆଦିଲ୍ଲୀ : କୁନୋ ନ୍ୟାସନାଳ ପାର୍କରେ କମିଲା ଚିତା ସଂଖ୍ୟା। ଆଖିବୁଜିଲା ମାଈ ଚିତା ଶାଶା। ଗତବର୍ଷ ଆଫ୍ରିକା ମହାଦେଶର ନାମ୍ବିବ୍ୟାରୁ ଆସିଥିବା ୮ଟି ଚିତା ମଧ୍ୟରୁ ଗୋଟିଏ ଚିତାର ମୃତ୍ୟୁ ହୋଇଛି। କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିବା ଏହି ୮…